Advertisment

ଚାଉଳ ପାମ୍ପଡ

ଆବଶ୍ୟକୀୟ ସାମଗ୍ରୀ: ଚାଉଳ ଗୁଣ୍ଡ, ସାଗୁ ଦାନା, ଖାଇବା ସୋଡ଼ା, ଲୁଣ, ଜୀରାଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ: ସାଗୁ ଦାନାକୁ ରାତିରେ ବତୁରାଇ ସକାଳେ ପାଣିଦେଇ କଡ଼େଇରେ ଫୁଟାନ୍ତୁ। ପାଣି ଫୁଟିଗଲେ ସେଥିରେ ଜୀରା ପକାନ୍ତୁ । ସାଗୁ ସାମାନ୍ୟ ମିଳେଇ ଗଲେ ଚାଉଳଗୁଣ୍ଡ ସୋଡ଼ା ଓ ଲୁଣ ପକାନ୍ତୁ ପାଣି କମ୍‌ ଦିଅନ୍ତୁ। ଖଳି ପ୍ରସ୍ତୁତ ହୋଇଗଲେ ଚୂଲାରୁ ଓହ୍ଲାଇ ଭଲ ଭାବେ ଚକଡନ୍ତୁ। ଏହାପରେ ବେଲଣା ପେଡିରେ ଟିକିଏ ତେଲ ଦେଇ ଗୋଲ ଆକାରରେ ବେଲି […]

ଚାଉଳ ପାମ୍ପଡ

rice-papad-recipe

Advertisment

ଆବଶ୍ୟକୀୟ ସାମଗ୍ରୀ: ଚାଉଳ ଗୁଣ୍ଡ, ସାଗୁ ଦାନା, ଖାଇବା ସୋଡ଼ା, ଲୁଣ, ଜୀରାଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ: ସାଗୁ ଦାନାକୁ ରାତିରେ ବତୁରାଇ ସକାଳେ ପାଣିଦେଇ କଡ଼େଇରେ ଫୁଟାନ୍ତୁ। ପାଣି ଫୁଟିଗଲେ ସେଥିରେ ଜୀରା ପକାନ୍ତୁ । ସାଗୁ ସାମାନ୍ୟ ମିଳେଇ ଗଲେ ଚାଉଳଗୁଣ୍ଡ ସୋଡ଼ା ଓ ଲୁଣ ପକାନ୍ତୁ ପାଣି କମ୍‌ ଦିଅନ୍ତୁ। ଖଳି ପ୍ରସ୍ତୁତ ହୋଇଗଲେ ଚୂଲାରୁ ଓହ୍ଲାଇ ଭଲ ଭାବେ ଚକଡନ୍ତୁ। ଏହାପରେ ବେଲଣା ପେଡିରେ ଟିକିଏ ତେଲ ଦେଇ ଗୋଲ ଆକାରରେ ବେଲି ଖରାରେ ଶୁଖାଇ ଦିଅନ୍ତୁ। ଖରାରେ ଭଲ ଭାବେ ଶୁଖିଯିବା ପରେ ତେଲରେ ଛାଣି ଖାଆନ୍ତୁ ଚାଉଳ ପାମ୍ପଡ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe