Advertisment

ଘରେ କରି ଖାଆନ୍ତୁ ନଡ଼ିଆ ସିଙ୍ଗଡ଼ା

ଆବଶ୍ୟକ ସାମଗ୍ରୀ: ମଇଦା, ନଡ଼ିଆ କୋରା, ଘିଅ, ଲେମ୍ୱୁ , କଞ୍ଚାଲଙ୍କା, ଲୁଣ ଓ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦାରେ ଅଳ୍ପ ଲୁଣ ଓ ଘିଅ ପକାଇ ଦଳିନିଅନ୍ତୁ। କୋରା ନଡିଆରେ କଞ୍ଚାଲଙ୍କା ଓ ଲେମ୍ୱୁରସ ମିଶାଇ ପୁର ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ମଇଦାକୁ ଛୋଟ ଛୋଟ ଗୁଳା କରିଦିଅନ୍ତୁ। ଏହି ମଇଦା ଗୋଳାକୁ ସିଙ୍ଗଡ଼ା ଆକାରର ଗଢି ଏଥିରେ ପୁର ଦେଇ ସିଙ୍ଗଡ଼ାର ମୁହଁ ବନ୍ଦ କରିଦିଅନ୍ତୁ। କଡ଼େଇରେ ତେଲ ଗରମ କରି ସେଥିରେ […]

author-image
Rakesh Mallick
ଘରେ କରି ଖାଆନ୍ତୁ ନଡ଼ିଆ ସିଙ୍ଗଡ଼ା

coconut somosa

ଆବଶ୍ୟକ ସାମଗ୍ରୀ: ମଇଦା, ନଡ଼ିଆ କୋରା, ଘିଅ, ଲେମ୍ୱୁ , କଞ୍ଚାଲଙ୍କା, ଲୁଣ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦାରେ ଅଳ୍ପ ଲୁଣ ଓ ଘିଅ ପକାଇ ଦଳିନିଅନ୍ତୁ। କୋରା ନଡିଆରେ କଞ୍ଚାଲଙ୍କା ଓ ଲେମ୍ୱୁରସ ମିଶାଇ ପୁର ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ମଇଦାକୁ ଛୋଟ ଛୋଟ ଗୁଳା କରିଦିଅନ୍ତୁ। ଏହି ମଇଦା ଗୋଳାକୁ ସିଙ୍ଗଡ଼ା ଆକାରର ଗଢି ଏଥିରେ ପୁର ଦେଇ ସିଙ୍ଗଡ଼ାର ମୁହଁ ବନ୍ଦ କରିଦିଅନ୍ତୁ। କଡ଼େଇରେ ତେଲ ଗରମ କରି ସେଥିରେ ସିଙ୍ଗଡା ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ନଡ଼ିଆ ସିଙ୍ଗଡା।  ଏହାକୁ ଧନିଆପତ୍ର ଚଟଣୀ ସହିତ ଗରମାଗରମ ପରିବେଷଣ କରନ୍ତୁ।

Advertisment