Advertisment

ପ୍ରତିଦିନ ଖାଉଥିବା ଏହି ସବୁ ଖାଦ୍ୟ ଗଛରେ କେମିତି ଦିଶେ ଆସନ୍ତୁ ଦେଖିବା

କିଛି ଫଳ ଅଛି ଯାହାକୁ ଗଛରୁ ସିଧା ତୋଳି ଆମେ ଖାଇପାରିବା ନାହିଁ। ଏହାକୁ ସାଧାରଣ ଖାଦ୍ୟରେ ରୂପାନ୍ତରିତ କରିବା ପାଇଁ ଅନେକ ସୋପାନ ଦେଇ ଯିବାକୁ ପଡ଼ିଥାଏ। ଜାଣିଛନ୍ତି ଏମିତି କିଛିଖାଦ୍ୟ ସାମଗ୍ରୀ ବଜାରରେ  ମିଳେ ଯାହାର ପ୍ରକୃତ ସୂରୁପ ସମ୍ପର୍କରେ ଆମେ କିଛି ଜାଣି ନ ଥାଉ। ଏହା ଗଛରେ ଥିଲା ବେଳେ ଭିନ୍ନ ଦିସୁଥିବା ବେଳେ ବଜାରକୁ ଆସିଯିବା ପରେ ଏହାର ସୂରୁପ ସମ୍ପୁର୍ଣ୍ଣ ବଦଳି ଯାଇଥାଏ। ସେମିତି କିଛି ଖାଦ୍ୟ ସମ୍ପର୍କରେ […]

ଅଦ୍ୟତନ ହୋଇଛି
ପ୍ରତିଦିନ ଖାଉଥିବା ଏହି ସବୁ ଖାଦ୍ୟ ଗଛରେ କେମିତି ଦିଶେ ଆସନ୍ତୁ ଦେଖିବା

3

Advertisment

କିଛି ଫଳ ଅଛି ଯାହାକୁ ଗଛରୁ ସିଧା ତୋଳି ଆମେ ଖାଇପାରିବା ନାହିଁ। ଏହାକୁ ସାଧାରଣ ଖାଦ୍ୟରେ ରୂପାନ୍ତରିତ କରିବା ପାଇଁ ଅନେକ ସୋପାନ ଦେଇ ଯିବାକୁ ପଡ଼ିଥାଏ। ଜାଣିଛନ୍ତି ଏମିତି କିଛିଖାଦ୍ୟ ସାମଗ୍ରୀ ବଜାରରେ  ମିଳେ ଯାହାର ପ୍ରକୃତ ସୂରୁପ ସମ୍ପର୍କରେ ଆମେ କିଛି ଜାଣି ନ ଥାଉ। ଏହା ଗଛରେ ଥିଲା ବେଳେ ଭିନ୍ନ ଦିସୁଥିବା ବେଳେ ବଜାରକୁ ଆସିଯିବା ପରେ ଏହାର ସୂରୁପ ସମ୍ପୁର୍ଣ୍ଣ ବଦଳି ଯାଇଥାଏ। ସେମିତି କିଛି ଖାଦ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା।

Advertisment

କଫି:

publive-image

ଗୋଲ ମରିଚ:

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe