ଆବଶ୍ୟକ ସାମଗ୍ରୀ: ଅଟା, ବେସନ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ପାଉଡର, ହେଙ୍ଗୁ, ଲୁଣ, ତେଲ।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ଅଟା ଓ ବେସନକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ସେଥିରେ ଲଙ୍କା ଗୁଣ୍ଡ, ଧନିଆ ପାଉଡର, ହଳଦୀ ପାଉଡର, ହେଙ୍ଗୁ, ତେଲ, ଲୁଣ ଓ ଅଳ୍ପ ପାଣି ଦେଇ ଦଳି ନିଅନ୍ତୁ। ବର୍ତ୍ତମାନ ଏହାକୁ ଗୁଳା ଆକାରର ଭଲ ଭାବେ ବେଲି କଣ୍ଟା ଚାମଚ ସାହାଯ୍ୟରେ ଛୋଟ ଛୋଟ ଆକାରର କଣା କରିଦିଅନ୍ତୁ ।
ଏବେ କଡେଇରେ ତେଲ ଗରମ କରି ଏହାକୁ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ପୁରୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...