Advertisment

ଘରେ ପ୍ରସ୍ତୁତ କରନ୍ତୁ ବେଲ ପଣା

ଆବଶ୍ୟକ ସାମଗ୍ରୀ: ବେଲ, ଦହି, ଗୁଡ଼,କଦଳୀ ଓ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବେଲରୁ ମଞ୍ଜି କାଢିଦିଅନ୍ତୁ। ଏହା ପରେ ବେଲକୁ ଭଲ ଭାବେ ଗ୍ରାଇଡିଂ କରିଦିଅନ୍ତୁ। ଏହାପରେ ଆବଶ୍ୟକ ପାଣି ଦେଇ ଗୁଡ ପକାନ୍ତୁ। ଏହା ପରେ ଦହି, ଛେନା, କଦଳୀ ଚକଟା ମିଶାଇ ପକାଇ ଘାଣ୍ଟନ୍ତୁ। ଶେଷରେ ଗୋଲମରିଚଗୁଣ୍ଡ ପକାନ୍ତୁ । ଅଳ୍ପ ବରଫ ମିଶାଇ ପଣାର ମଜା ଉଠାନ୍ତୁ ।

author-image
Rakesh Mallick
ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ବେଲ ପଣା

vlcsnap-error790-760x400

ଆବଶ୍ୟକ ସାମଗ୍ରୀ: ବେଲ, ଦହି, ଗୁଡ଼,କଦଳୀ ଓ ଗୋଲମରିଚ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବେଲରୁ ମଞ୍ଜି କାଢିଦିଅନ୍ତୁ। ଏହା ପରେ ବେଲକୁ ଭଲ ଭାବେ ଗ୍ରାଇଡିଂ କରିଦିଅନ୍ତୁ। ଏହାପରେ ଆବଶ୍ୟକ ପାଣି ଦେଇ ଗୁଡ ପକାନ୍ତୁ।

Advertisment

publive-imageଏହା ପରେ ଦହି, ଛେନା, କଦଳୀ ଚକଟା ମିଶାଇ ପକାଇ ଘାଣ୍ଟନ୍ତୁ। ଶେଷରେ ଗୋଲମରିଚଗୁଣ୍ଡ ପକାନ୍ତୁ । ଅଳ୍ପ ବରଫ ମିଶାଇ ପଣାର ମଜା ଉଠାନ୍ତୁ ।