/odisha-reporter/media/post_attachments/uploads/2018/02/IMG_2169-copy.jpg)
chatu
ଆବଶ୍ୟକ ସାମଗ୍ରୀ: ଛତୁ, ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜୀରା ବଟା, ପିଆଜ, ଅଦା, ଲଙ୍କା, ଲୁଣ, ଆଳୁ ଓ ତେଲ
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଛୋଟ ଛୋଟ କାଟି ସିଝାଇ ରଖନ୍ତୁ। ସେଥିରେ ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜୀରା ବଟା, କଟା ପିଆଜ, କଟା ଅଦା, କଞ୍ଚା ଲଙ୍କା, ସ୍ୱାଦ ଅନୁସାରେ ଲୁଣ, ସିଝା ଆଳୁ ଓ ତେଲ ପକାଇ ଭଲ ଭାବେ ଚକଡି ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ପୂର୍ବରୁ ପ୍ରସ୍ତୁତ ପେଷ୍ଟରୁ ବରା ଗଢନ୍ତୁ। ଏସବୁକୁ ତେଲରେ ଛାଣି ଦିଅନ୍ତୁ। ଏହା ସୁନେଲି ରଙ୍ଗର ହୋଇଯିବା ପରେ ଖାଲି ପାତ୍ରକୁ କାଢି ଆଣି ଗରମ ଗରମ ପରସି ଦିଅନ୍ତୁ ଗରମ ଗରମ ଛତୁ ପୋସ୍ତ ବରା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
