ଆବଶ୍ୟକ ସାମଗ୍ରୀ: ପନିର, ଗ୍ରୀନ ମଟର, ପିଆଜ, ଟମାଟୋ, ଅଦା କୋରା, ଚିକେନ ମସଲା, କସ୍ତୁରୀ ମେଥି, ଚିନି, ଦହି, କାଜୁବଟା ଓ ରିଫାଇନ୍ ତେଲ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ କଟା ପିଆଜ ପକାନ୍ତୁ। ପିଆଜ ନାଲି ହେବା ଯାଏଁ ଭାଜନ୍ତୁ। ଏହାପରେ କଡ଼େଇରେ ପନିର, କଟା ଟମାଟୋ ଓ ଗ୍ରୀନ ମଟର ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପନିରରେ ପାଣି ମରିଯିବା ପରେ କସ୍ତୁରୀ ମେଥି ପକାନ୍ତୁ। ଚିକେନ ମସଲା, କାଜୁ ବଟା ଓ ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଅଦା କୋର ପକାନ୍ତୁ। ଏହାକୁ କଡ଼େଇରେ କିଛି ସମୟ ଫୁଟିବାକୁ ଦିଅନ୍ତୁ। କିଛ ସମୟ ଫୁଟିବା ପରେ ଘୋଡ଼ଣୀ କାଢିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସାହି ପନିର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ପଞ୍ଚୁକରେ ଘରେ ପ୍ରସ୍ତୁତ କରନ୍ତୁ ହବିଷ ଡାଲମା
ଏବେ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆରମ୍ଭ ହୋଇ ଯାଇଛି। ଘରେ ଘରେ ଅରୁଆ ଅନ୍ନ ସାଙ୍ଗକୁ ପ୍ରସ୍ତୁତ ହେଉଛି ହବିଷ ଡାଲମା। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ପ୍ରସ୍ତୁତ କରିବା ବି ସେତିକି ସହଜ ।
Food
ଦୀପାବଳିରେ ଘରେ ତିଆରି କରନ୍ତୁ ତାଡ଼ିଆ ମିଠା
ଆଜି ଦୀପାବଳିରେ ଏହି ମିଠାକୁ ଘରେ ତିଆରି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତୁ।
Food
ଏଥର ଦୀପାବଳିରେ ଘରେ ପ୍ରସ୍ତୁତ କରନ୍ତୁ ମୁଗ ଡାଲି ବରଫି
ଏଥର ଦୀପାବଳିରେ କରନ୍ତୁ ମୁଗ ଡାଲି ବରଫି। ଖୁବ୍ କମ୍ ସାମଗ୍ରୀରେ ଓ କମ୍ ସମୟରେ ପ୍ରସ୍ତୁତ ହେବ ଏହି ସୁଆଦିଆ ମିଠା।
Viral
ବିଦେଶରେ ଦେଶୀ ବାସ୍ନା, ଲଣ୍ଡନରେ ବିକ୍ରି ହେଉଛି ଝାଲ୍ ମୁଢି
ଲଣ୍ଡନରେ ବାସୁଛି ଭାରତୀୟ ଖାଦ୍ୟର ବାସ୍ନା, ଆଉ ଲଣ୍ଡନବାସୀ ନେଉଛନ୍ତି ଝାଲ୍ ମୁଢିର ମଜା।