Advertisment

ଖାଆନ୍ତୁ, ଖୁଆନ୍ତୁ ଟେଷ୍ଟି ସାହି ପନିର

ଆବଶ୍ୟକ ସାମଗ୍ରୀ: ପନିର, ଗ୍ରୀନ ମଟର, ପିଆଜ, ଟମାଟୋ, ଅଦା କୋରା, ଚିକେନ ମସଲା, କସ୍ତୁରୀ ମେଥି, ଚିନି, ଦହି, କାଜୁବଟା ଓ ରିଫାଇନ୍‌ ତେଲ ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ କଟା ପିଆଜ ପକାନ୍ତୁ। ପିଆଜ ନାଲି ହେବା ଯାଏଁ ଭାଜନ୍ତୁ। ଏହାପରେ କଡ଼େଇରେ ପନିର, କଟା ଟମାଟୋ ଓ ଗ୍ରୀନ ମଟର ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପନିରରେ ପାଣି ମରିଯିବା ପରେ କସ୍ତୁରୀ […]

ଖାଆନ୍ତୁ, ଖୁଆନ୍ତୁ ଟେଷ୍ଟି ସାହି ପନିର

shahi-paneer5

Advertisment

ଆବଶ୍ୟକ ସାମଗ୍ରୀ: ପନିର, ଗ୍ରୀନ ମଟର, ପିଆଜ, ଟମାଟୋ, ଅଦା କୋରା, ଚିକେନ ମସଲା, କସ୍ତୁରୀ ମେଥି, ଚିନି, ଦହି, କାଜୁବଟା ଓ ରିଫାଇନ୍‌ ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ କଟା ପିଆଜ ପକାନ୍ତୁ। ପିଆଜ ନାଲି ହେବା ଯାଏଁ ଭାଜନ୍ତୁ। ଏହାପରେ କଡ଼େଇରେ ପନିର, କଟା ଟମାଟୋ ଓ ଗ୍ରୀନ ମଟର ପକାନ୍ତୁ। ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। ପନିରରେ ପାଣି ମରିଯିବା ପରେ କସ୍ତୁରୀ ମେଥି ପକାନ୍ତୁ। ଚିକେନ ମସଲା, କାଜୁ ବଟା ଓ ଦହି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଅଦା କୋର ପକାନ୍ତୁ। ଏହାକୁ କଡ଼େଇରେ କିଛି ସମୟ ଫୁଟିବାକୁ ଦିଅନ୍ତୁ। କିଛ ସମୟ ଫୁଟିବା ପରେ ଘୋଡ଼ଣୀ କାଢିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସାହି ପନିର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe