/odisha-reporter/media/post_attachments/uploads/2018/01/Spicy_Bhindi_Andhra_Style-copy.jpg)
Spicy_Bhindi_Andhra_Style copy
ଆବଶ୍ୟକ ସାମଗ୍ରୀ: ଭେଣ୍ଡି, ତେଲ, ପିଆଜ,ଧନିଆ, ଜିରା, ଲୁଣ, ଶୁଖିଲା ଲଙ୍କା, ଭଜା ବାଦାମ, ରସୁଣଓ ହଳଦୀ
Advertisment
ପ୍ରସ୍ତୁତି ପ୍ରଣାଳୀ: କଡ଼େଇରେ ତେଲ ଗରମ କରନ୍ତୁ। ତେଲ ତାତିବା ପରେ ସେଥିରେ ଧନିଆ, ଜିରା ଓ ପିଆଜ ପକାନ୍ତୁ। ଏହା ଟିକେ ଭାଜି ହୋଇଯିବା ପରେ ସେଥିରେ ଭେଣ୍ଡି ପକାନ୍ତୁ। ଏହାପରେ ଗୋଟା ଶୁଖିଲା ଲଙ୍କା, ବାଦାମ ଓ ରସୁଣକୁ ଭଲ ଭାବେ ପେଷ୍ଟ୍ କରିଦିଅନ୍ତୁ ଭେଣ୍ଡି ସିଝିଯିବା ପରେ ପେଷ୍ଟ୍କୁ ଭେଣ୍ଡିରେ ପକାଇ ଭଲ ଭାବେ କଷନ୍ତୁ। ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। କିଛି ସମୟ ଛାଡି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆନ୍ଧ୍ର ଷ୍ଟାଇଲ୍ ମସଲା ଭେଣ୍ଡି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
