ଘରେ ପ୍ରସ୍ତୁତ କରନ୍ତୁ ଆନ୍ଧ୍ର ଷ୍ଟାଇଲ୍‌ ମସଲା ଭେଣ୍ଡି

ଆବଶ୍ୟକ ସାମଗ୍ରୀ: ଭେଣ୍ଡି, ତେଲ, ପିଆଜ,ଧନିଆ, ଜିରା, ଲୁଣ, ଶୁଖିଲା ଲଙ୍କା, ଭଜା ବାଦାମ, ରସୁଣଓ ହଳଦୀ ପ୍ରସ୍ତୁତି ପ୍ରଣାଳୀ:   କଡ଼େଇରେ ତେଲ ଗରମ କରନ୍ତୁ।  ତେଲ ତାତିବା ପରେ ସେଥିରେ ଧନିଆ, ଜିରା ଓ ପିଆଜ  ପକାନ୍ତୁ।  ଏହା ଟିକେ ଭାଜି ହୋଇଯିବା ପରେ ସେଥିରେ  ଭେଣ୍ଡି ପକାନ୍ତୁ। ଏହାପରେ ଗୋଟା ଶୁଖିଲା ଲଙ୍କା, ବାଦାମ ଓ ରସୁଣକୁ  ଭଲ ଭାବେ ପେଷ୍ଟ୍‌ କରିଦିଅନ୍ତୁ ଭେଣ୍ଡି ସିଝିଯିବା ପରେ ପେଷ୍ଟ୍‌କୁ ଭେଣ୍ଡିରେ ପକାଇ ଭଲ ଭାବେ କଷନ୍ତୁ। […]

Spicy_Bhindi_Andhra_Style copy

Rakesh Mallick
  • Published: Friday, 19 January 2018
  • , Updated: 19 January 2018, 11:23 AM IST

ଆବଶ୍ୟକ ସାମଗ୍ରୀ: ଭେଣ୍ଡି, ତେଲ, ପିଆଜ,ଧନିଆ, ଜିରା, ଲୁଣ, ଶୁଖିଲା ଲଙ୍କା, ଭଜା ବାଦାମ, ରସୁଣଓ ହଳଦୀ

ପ୍ରସ୍ତୁତି ପ୍ରଣାଳୀ:   କଡ଼େଇରେ ତେଲ ଗରମ କରନ୍ତୁ।  ତେଲ ତାତିବା ପରେ ସେଥିରେ ଧନିଆ, ଜିରା ଓ ପିଆଜ  ପକାନ୍ତୁ।  ଏହା ଟିକେ ଭାଜି ହୋଇଯିବା ପରେ ସେଥିରେ  ଭେଣ୍ଡି ପକାନ୍ତୁ। ଏହାପରେ ଗୋଟା ଶୁଖିଲା ଲଙ୍କା, ବାଦାମ ଓ ରସୁଣକୁ  ଭଲ ଭାବେ ପେଷ୍ଟ୍‌ କରିଦିଅନ୍ତୁ ଭେଣ୍ଡି ସିଝିଯିବା ପରେ ପେଷ୍ଟ୍‌କୁ ଭେଣ୍ଡିରେ ପକାଇ ଭଲ ଭାବେ କଷନ୍ତୁ। ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ। କିଛି ସମୟ ଛାଡି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଆନ୍ଧ୍ର ଷ୍ଟାଇଲ୍‌ ମସଲା ଭେଣ୍ଡି।

 

 

Related story