Advertisment

ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଚାଉଳ, ତେଜପତ୍ର, ଡାଲଚିନି, ଗୁଜୁରାତି ଟମାଟୋ, ତେଲ, ଲଙ୍କାଗୁଣ୍ଡ, ଲୁଣ, ପିଆଜ, ଅଦା ଓ ରସୁଣ ବଟା, ଆଳୁ ଓ ହଳଦୀ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହେଲେ ସେଥିରେ ଡାଲଚିନି, ଗୁଜୁରାତି ଓ କଟା ପିଆଜ ପକାନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲା ପରେ ସେଥିରେ ଅଦାଓ ରସୁଣ ବଟା, ହଳଦୀ ଗୁଣ୍ଡ ଏବଂ କଟା ଟମାଟୋ ପକାନ୍ତୁ। ସ୍ୱାଦ ଅନନୁସାରେ ଲୁଣ […]

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍‌ ଖେଚୁଡ଼ି

chicken-fried-rice-recipe

Advertisment

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଚାଉଳ, ତେଜପତ୍ର, ଡାଲଚିନି, ଗୁଜୁରାତି ଟମାଟୋ, ତେଲ, ଲଙ୍କାଗୁଣ୍ଡ, ଲୁଣ, ପିଆଜ, ଅଦା ଓ ରସୁଣ ବଟା, ଆଳୁ ଓ ହଳଦୀ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହେଲେ ସେଥିରେ ଡାଲଚିନି, ଗୁଜୁରାତି ଓ କଟା ପିଆଜ ପକାନ୍ତୁ। ପିଆଜ ଅଳ୍ପ ଭାଜି ହୋଇଗଲା ପରେ ସେଥିରେ ଅଦାଓ ରସୁଣ ବଟା, ହଳଦୀ ଗୁଣ୍ଡ ଏବଂ କଟା ଟମାଟୋ ପକାନ୍ତୁ। ସ୍ୱାଦ ଅନନୁସାରେ ଲୁଣ ପକାନ୍ତୁ। ତା’ପରେ ଅଳ୍ପ ପାଣି ଦେଇ କଷନ୍ତୁ।

ମସଲା ଭଲ ଭାବେ କଷି ହୋଇଗଲେ ଚିକେନ୍‌ ଓ ଲଙ୍କା ଗୁଣ୍ଡ ପକାଇ ପୁଣି କଷନ୍ତୁ। ଚିକେନ୍‌ ଭଲ ଭାବେ କଷି ହୋଇଗଲେ ସେଥିରେ ଅରୁଆ ଚାଉଳ, ତେଜପତ୍ର, ଭଜା ଆଳୁ ଓ ଅଳ୍ପ ପାଣି ଦେଇ ଘୋଡ଼ଣୀ ଦେଇ ସିଝିବାକୁ ଛାଡିଦିଅନ୍ତୁ। ଏହା ଭଲ ଭାବେ ସିଝିଗଲେ ଚୁଲିରୁ କଡ଼େଇକୁ  ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ଖେଚୁଡ଼ି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe