Advertisment

ଘରେ ପ୍ରସ୍ତୁତ କରନ୍ତୁ କଲିଜା ଫ୍ରାଏ

ଆବଶ୍ୟକ ସାମଗ୍ରୀ: କଲିଜା, ତେଲ, ଲୁମ, ଆଦା ରସୁଣ ଛେଚା, ଜୁଆଣୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘୋଳ ଦହି କିମ୍ବା ଲେମ୍ବୁ ରସ। ପ୍ରସ୍ତୁତି ପ୍ରଣାଳୀ: କଲିଜାକୁ ଧୋଇ ପାଣି ବାହାର କରି ଦିଅନ୍ତୁ। ଅଦା, ରସୁଣ ବଟା, ଜୁଆଣୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘୋଳ ଦହି କିମ୍ବା ଲେମ୍ବୁ ରସକୁ ଗୋଳାଇ ମିଶାଇ ନିଅନ୍ତୁ। ସେଥିରେ କଲିଜାକୁ କାଟି ଛୋଟ ଛୋଟ କରି ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏଭଳି ଅବସ୍ଥାରେ ଅଦଘଣ୍ଟା ଛାଡ଼ି ଦିଅନ୍ତୁ। […]

ଘରେ ପ୍ରସ୍ତୁତ କରନ୍ତୁ କଲିଜା ଫ୍ରାଏ

kalija

Advertisment

ଆବଶ୍ୟକ ସାମଗ୍ରୀ: କଲିଜା, ତେଲ, ଲୁମ, ଆଦା ରସୁଣ ଛେଚା, ଜୁଆଣୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘୋଳ ଦହି କିମ୍ବା ଲେମ୍ବୁ ରସ।

Advertisment

ପ୍ରସ୍ତୁତି ପ୍ରଣାଳୀ: କଲିଜାକୁ ଧୋଇ ପାଣି ବାହାର କରି ଦିଅନ୍ତୁ। ଅଦା, ରସୁଣ ବଟା, ଜୁଆଣୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘୋଳ ଦହି କିମ୍ବା ଲେମ୍ବୁ ରସକୁ ଗୋଳାଇ ମିଶାଇ ନିଅନ୍ତୁ। ସେଥିରେ କଲିଜାକୁ କାଟି ଛୋଟ ଛୋଟ କରି ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏଭଳି ଅବସ୍ଥାରେ ଅଦଘଣ୍ଟା ଛାଡ଼ି ଦିଅନ୍ତୁ।

kalijaକଡ଼େଇରେ ତେଲ ପକେଇ ତାକୁ ଗରମ କରି ନିଅନ୍ତୁ। ତେଲ ଗରମ ହେବା ପରେ  ଗୋଳା ଯାଇଥିବା କଲିଜା ସେଥିରେ ପକାନ୍ତୁ। ତା’ପରେ ସେଥିରେ ଲୁଣ ପକାଇ ଦିଅନ୍ତୁ। ଆଞ୍ଚ ବଢାଇ କଲିଜାକୁ ଭଲ ଭାବେ ଭାଜି ନିଅନ୍ତୁ। କିନ୍ତୁ ମନେ ରଖିବେ ଅଧିକ ଭାଜିବେନି କଲିଜା ଟାଣ ହୋଇଯିବ। ତେଣୁ କଡ଼େଇରୁ ପାଣି ମରି ଆସିବା ପର୍ଯ୍ୟନ୍ତ ରଖନ୍ତୁ ତା’ପରେ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଯିବ କଲିଜା ଫ୍ରାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe