Advertisment

ଖୁଆ ଗୋଲାପ ଜାମୁ

ଆବଶ୍ୟକ ସାମଗ୍ରୀ: ଗୋଲାପ ଜାମୁ ପାଉଡ଼ର, ଖାଇବା ସୋଢା, ଗୁଜୁରାତି, ଖୁଆ, ଚିନି ଓ ରିଫାଇନ୍‌ ତେଲ, ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଲାପ ଜାମୁ ପାଉଡର ସହ ଖାଇବା ସୋଢା,ଗୁଜୁରାତି, ଖୁଆ ମିଶାନ୍ତୁ। ଏସବୁକୁ ଭଲ ଭାବେ ଚକଡ଼ନ୍ତୁ। ଏବେ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ଆବଶ୍ୟକତା ଅନୁସାରେ ଚିନି ପକାନ୍ତୁ। ଶିରା ପ୍ରସ୍ତୁତ ହେବା ଲାଗି ଏସବୁକୁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ। ଅନ୍ୟ ଏକ କଡ଼େଇରେ ତେଲ ଗରମ କରନ୍ତୁ। ପୂର୍ବରୁ ପ୍ରସ୍ତୁତ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଖୁଆ ଗୋଲାପ ଜାମୁ

gulam-jamun-pakwangali_520_102815120718 copy

ଆବଶ୍ୟକ ସାମଗ୍ରୀ: ଗୋଲାପ ଜାମୁ ପାଉଡ଼ର, ଖାଇବା ସୋଢା, ଗୁଜୁରାତି, ଖୁଆ, ଚିନି ଓ ରିଫାଇନ୍‌ ତେଲ,

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଲାପ ଜାମୁ ପାଉଡର ସହ ଖାଇବା ସୋଢା,ଗୁଜୁରାତି, ଖୁଆ ମିଶାନ୍ତୁ। ଏସବୁକୁ ଭଲ ଭାବେ ଚକଡ଼ନ୍ତୁ। ଏବେ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ଆବଶ୍ୟକତା ଅନୁସାରେ ଚିନି ପକାନ୍ତୁ। ଶିରା ପ୍ରସ୍ତୁତ ହେବା ଲାଗି ଏସବୁକୁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ। ଅନ୍ୟ ଏକ କଡ଼େଇରେ ତେଲ ଗରମ କରନ୍ତୁ। ପୂର୍ବରୁ ପ୍ରସ୍ତୁତ ଚକଟାକୁ ଗୋଲ କରନ୍ତୁ। ଏବେ ଏହାକୁ ତେଲରେ ଛାଣନ୍ତୁ।  ସବୁ ଲାଲ ଆକାର ହୋଇଗଲେ କଡ଼େଇରୁ କାଢିଆଣି ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଶିରାରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଖୁଆ ଗୋଲାପଜାମୁ।