ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି: ରାଜ୍ୟ ବାହାରକୁ ହେଉଛି ଚାଲାଣ

କଟକ: ଖଣି ପରେ ଏବେ ଓଡ଼ିଶାର ନଦୀ ବାଲି ଉପରେ ମାଫିଆଙ୍କ ନଜର। ଓଡ଼ିଶାରୁ ରାଜ୍ୟ ବାହାରକୁ ଟ୍ରେନ୍ ଯୋଗେ ହେଉଛି ବେଆଇନ ବାଲି ଚାଲାଣ। ଗତକାଲି ରାତିରେ ଉତ୍ତର ପ୍ରଦେଶକୁ ଚାଲାଣ ପାଇଁ ବାଲି ବୋଝେଇ ମାଲଗାଡ଼ିକୁ ଜବତ କରିଛି ଜିଲ୍ଲା ପ୍ରଶାସନ। କଟକ ନିର୍ଗୁଣ୍ଡି ଷ୍ଟେନସନରେ ଟ୍ରେନ୍‌ରେ ଏହି ବାଲି ବୋଝେଇ ଚାଲିଥିଲା। କଟକ ସହରରୁ ଏକ ସ୍ଥାନରୁ ଡମ୍ପର ଯୋଗେ ବାଲି ନିର୍ଗୁଣ୍ଡି ନିଆଯାଇ, ସେଠାରୁ ଉତ୍ତର ପ୍ରଦେଶ ଯାଇ, ଏସବୁ ବାଲି […]

Rakesh Mallick
  • Published: Saturday, 09 September 2017
  • Updated: 09 September 2017, 08:11 AM IST

Sports

Latest News

କଟକ: ଖଣି ପରେ ଏବେ ଓଡ଼ିଶାର ନଦୀ ବାଲି ଉପରେ ମାଫିଆଙ୍କ ନଜର। ଓଡ଼ିଶାରୁ ରାଜ୍ୟ ବାହାରକୁ ଟ୍ରେନ୍ ଯୋଗେ ହେଉଛି ବେଆଇନ ବାଲି ଚାଲାଣ। ଗତକାଲି ରାତିରେ ଉତ୍ତର ପ୍ରଦେଶକୁ ଚାଲାଣ ପାଇଁ ବାଲି ବୋଝେଇ ମାଲଗାଡ଼ିକୁ ଜବତ କରିଛି ଜିଲ୍ଲା ପ୍ରଶାସନ। କଟକ ନିର୍ଗୁଣ୍ଡି ଷ୍ଟେନସନରେ ଟ୍ରେନ୍‌ରେ ଏହି ବାଲି ବୋଝେଇ ଚାଲିଥିଲା। କଟକ ସହରରୁ ଏକ ସ୍ଥାନରୁ ଡମ୍ପର ଯୋଗେ ବାଲି ନିର୍ଗୁଣ୍ଡି ନିଆଯାଇ, ସେଠାରୁ ଉତ୍ତର ପ୍ରଦେଶ ଯାଇ, ଏସବୁ ବାଲି ବିକ୍ରି କରାଯାଇଥାନ୍ତା। ତେବେ କୌଣସି ସୂତ୍ରରୁ ଖବର ପାଇଥିଲା କଟକ ଜିଲ୍ଲା ପ୍ରଶାସନ। ପରେ ଜିଲ୍ଲାପାଳ, ଏଡିଏମ୍ ଓ ଟାଙ୍ଗି-ଚୌଦ୍ୱାର ତହସିଲଦାର ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବାଲି ବୋଝେଇ ହୋଇଥିବା ମାଲଗାଡ଼ିକୁ ଅଟକ ରଖିଛନ୍ତି। ଏହି ମାଲଗାଡ଼ିର ପ୍ରାୟ ୪୦ ଓ୍ୱାଗନ ବାଲି ଚାଲାଣ ହେବାର ଥିଲା। ୧୫ରୁ ଅଧିକ ଡବାରେ ବାଲି ବୋଝେଇ ସରିଥିଲା।

ସିଡିଏରେ ଥିବା କାଠଯୋଡ଼ିର ୧୧ ନମ୍ବର ବାଲିଘାଟରୁ ଏସବୁ ବାଲି ଉଠାଯାଇଥିବା ବେଳେ ଉତ୍ତରପ୍ରଦେଶର ଏକ ସଂସ୍ଥାକୁ ବିକ୍ରି କରାଯାଉଥିବା ସୂଚନା ମିଳିଛି। ତେବେ କଟକ ଜିଲ୍ଲାପାଳ ନିଜେ ଘଟଣାସ୍ଥଳକୁ ଯିବା ସହ କେଉଁ ପରିସ୍ଥିତିରେ ଏଭଳି ବାଲି ବାହାର ରାଜ୍ୟକୁ ଚାଲାଣ କରାଯାଉଛି, ତାର ଖୋଳତାଡ଼ କରିଛନ୍ତି।

ଆଜି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯାଇ ସବିଶେଷ ତଥ୍ୟ ହାସଲ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story