Advertisment

ଭାରତୀୟ ଡାକ ବିଭାଗରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ଡାକ ସେବା (India Postal Service)ରେ ନିଯୁକ୍ତି ସୁଯୋଗ। ଗ୍ରାମୀଣ ଡାକ ସେବକ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଏହି ପଦବିରେ ଚାକିରି କରିବାକୁ ଚାହୁଁଥିଲେ ବିଭାଗର ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଜାଣି ରଖନ୍ତୁ ଏସମ୍ପର୍କିତ କିଛି  ଆବଶ୍ୟକୀୟ ସୂଚନା। ପଦବି ସଂଖ୍ୟା: ମୋଟ ୨୨୮୬ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ତନ୍ମଧ୍ୟରୁ ଓବିସି ବର୍ଗଙ୍କ ପାଇଁ ୫୩୬, ଏସ୍‌ସିଙ୍କ ପାଇଁ ୨୪୨, ଏସ୍‌ଟି ବର୍ଗଙ୍କ ପାଇଁ […]

ଭାରତୀୟ ଡାକ ବିଭାଗରେ ନିଯୁକ୍ତି ସୁଯୋଗ

post_office-image

Advertisment

ନୂଆଦିଲ୍ଲୀ: ଭାରତୀୟ ଡାକ ସେବା (India Postal Service)ରେ ନିଯୁକ୍ତି ସୁଯୋଗ। ଗ୍ରାମୀଣ ଡାକ ସେବକ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଏହି ପଦବିରେ ଚାକିରି କରିବାକୁ ଚାହୁଁଥିଲେ ବିଭାଗର ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଜାଣି ରଖନ୍ତୁ ଏସମ୍ପର୍କିତ କିଛି  ଆବଶ୍ୟକୀୟ ସୂଚନା।

Advertisment

ପଦବି ସଂଖ୍ୟା: ମୋଟ ୨୨୮୬ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ତନ୍ମଧ୍ୟରୁ ଓବିସି ବର୍ଗଙ୍କ ପାଇଁ ୫୩୬, ଏସ୍‌ସିଙ୍କ ପାଇଁ ୨୪୨, ଏସ୍‌ଟି ବର୍ଗଙ୍କ ପାଇଁ ୧୮୭ ଓ ସାଧାରଣ ବର୍ଗ ପାଇଁ ୧୦୦ଟି ପଦବି ଖାଲି ରହିଛି।

ଯୋଗ୍ୟତା: ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିଥିବା ଆବଶ୍ୟକ।

Advertisment

ବୟସ ସୀମା:ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଦରକାର।

ଆବେଦନ ଫି: ସାଧାରଣ ବର୍ଗଙ୍କ ପାଇଁ ୧୦୦ ଟଙ୍କା ଫି ରହିଥିବା ବେଳେ ମହିଳା ଓ ଏସ୍‌ସି, ଏସ୍‌ଟି ବର୍ଗଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ।

ଶେଷ ତାରିଖ: ୪ ଜୁନ ୨୦୧୮

ଅବେଦନ ପ୍ରକ୍ରିୟା: ଡାକ ବିଭାଗର ୱେବ୍‌ସାଇଟ୍‌ www.appost.in କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଚୟନ ପ୍ରକ୍ରିୟା:ମେରିଟ୍‌ ଲିଷ୍ଟ ଆଧାରରେ ଚୟନ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe