Advertisment

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଜେଇଇ ଆଡଭାନ୍ସଡ୍ ୨୦୧୬ର ରେଜଲ୍ଟ। jeeadv.ac.in ୱେବସାଇଟ୍‌ରେ ପରୀକ୍ଷାଫଳ ଉପଲବ୍ଧ ହେଉଛି। ରାଜସ୍ଥାନର ଜୟପୁରର ଅମନ ବଂଶାଲ ଏଥିରେ ଟପ୍ପର ହୋଇଛନ୍ତି। ଯମୁନା ନଗରରର ଭବେଶ ଧୀଙ୍ଗର ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଜୟପୁରର କୁନାଲ ଗୋୟଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ରିୟା ସିଂ। ମେ’୨୨ରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୂରା ଦେଶର ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା […]

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ରେଜଲ୍ଟ

JEE-EXAM

Advertisment

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଜେଇଇ ଆଡଭାନ୍ସଡ୍ ୨୦୧୬ର ରେଜଲ୍ଟ। jeeadv.ac.in ୱେବସାଇଟ୍‌ରେ ପରୀକ୍ଷାଫଳ ଉପଲବ୍ଧ ହେଉଛି। ରାଜସ୍ଥାନର ଜୟପୁରର ଅମନ ବଂଶାଲ ଏଥିରେ ଟପ୍ପର ହୋଇଛନ୍ତି। ଯମୁନା ନଗରରର ଭବେଶ ଧୀଙ୍ଗର ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଜୟପୁରର କୁନାଲ ଗୋୟଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରୀଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି ରିୟା ସିଂ।

Advertisment

ମେ’୨୨ରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୂରା ଦେଶର ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୩୬,୫୬୬ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଙ୍କ୍ ଆଧାରରେ ନାମଲେଖା ପାଇଁ ସୁଯୋଗ ମିଳିବ। ଟପ୍ ୪,୯୨୩ ଛାତ୍ରଛାତ୍ରୀ ଆଇଆଇଟିରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଚଳିତବର୍ଷ ଆଇଆଇଟି ଗୌହାଟି ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ପରିଚାଳନା କରିଥିଲା।

ଏଥର ଓଡ଼ିଶାରୁ ୩,୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe