Advertisment

ବିଗିଡ଼ିଗଲା ବାଲାନ୍ସ: ‘ମୌତ କା କୁଆଁ’ରେ ମୃତ୍ୟୁ

[vc_row][vc_column][vc_video link=": ଖେଳ ସାଜିଲା କାଳ। ‘ମୌତ କା କୁଆଁ’ରେ ଦୁଃସାହସିକ ଖେଳ ପ୍ରଦର୍ଶନ କରୁ କରୁ ଗଲା ଜୀବନ। ଜୟପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଜୟପୁରର ଗାନ୍ଧୀ ଛକରେ ପଡ଼ିଛି ମୀନାବଜାର। ଏହି ମୀନାବଜାରରେ ‘ମୌତ କା କୁଆଁ’ରେ ଚାଲିଥିଲା ଦୁଃସାହାସିକ ଖେଳ।  କୂଅ ଭିତରେ ଏକା ସାଙ୍ଗରେ ବୁଲୁଥିଲେ ୨ଟି କାର୍ ଓ ୩ଟି ବାଇକ୍। ଖେଳ ଦେଖି ଲୋକେ ରୋମାଞ୍ଚିତ ହେଉଥିଲେ। କିନ୍ତୁ ଏତିକି ବେଳେ ଘଟିଲା ଏକ ଦେହ ଥରା ଘଟଣା। ସନ୍ତୁଳନ ହରାଇଥିଲେ ଜଣେ ବାଇକ୍ ଚାଳକ। ସେ ଏକ କାର୍ ପଛ ପଟେ ନେଇ ବାଇକ୍ ବାଡ଼େଇ ଦେଲେ ଓ ତଳେ ଖସି ପଡ଼ିଲେ। ଉକ୍ତ କାର୍‌ଟି ମଧ୍ୟ ତଳେ ପଡ଼ିଗଲା। କାର୍‌ଟି ତାଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲେ।[/vc_column_text][/vc_column][/vc_row]

author-image
Ordigital Desk