Advertisment

ଜିଲ୍ଲା ପରିଷଦ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା

ଜୟପୁର: ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଏବଂ ତାଙ୍କ ପତ୍ନୀ ଟିକାଇ ନାଚିକା। ଟିକାଇ ଆଜି ନାରାୟଣପାଟଣା ବ୍ଲକ ପୋଡ଼ାପଦର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିବା ନାଚିକା ଜେଲ ସୁପରିଟେଣ୍ଡେଣ୍ଟଙ୍କ ଜରିଆରେ ନାରାୟଣପାଟଣାରୁ ଜିଲ୍ଲା ପରିଷଦ ପଦ ପାଇଁ ନାମାଙ୍କନ ପତ୍ର ଭରିଛନ୍ତି। ଲିଙ୍ଗାଙ୍କ ଓକିଲ ଗୁପ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି,“ନାରାୟଣପାଟଣାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ […]

ଅଦ୍ୟତନ ହୋଇଛି
ଜିଲ୍ଲା ପରିଷଦ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା

nachika..

Advertisment

ଜୟପୁର: ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଏବଂ ତାଙ୍କ ପତ୍ନୀ ଟିକାଇ ନାଚିକା। ଟିକାଇ ଆଜି ନାରାୟଣପାଟଣା ବ୍ଲକ ପୋଡ଼ାପଦର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିବା ନାଚିକା ଜେଲ ସୁପରିଟେଣ୍ଡେଣ୍ଟଙ୍କ ଜରିଆରେ ନାରାୟଣପାଟଣାରୁ ଜିଲ୍ଲା ପରିଷଦ ପଦ ପାଇଁ ନାମାଙ୍କନ ପତ୍ର ଭରିଛନ୍ତି।

Advertisment

ଲିଙ୍ଗାଙ୍କ ଓକିଲ ଗୁପ୍ତେଶ୍ୱର ପାଣିଗ୍ରାହୀ କହିଛନ୍ତି,“ନାରାୟଣପାଟଣାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାଚିକା ଠିଆ ହୋଇଛନ୍ତି। ଜେଲ ସୁପରିଟେଣ୍ଡେଣ୍ଟଙ୍କ ଜରିଆରେ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe