Advertisment

କଟକ: ଗୁଳିମାଡ଼ରେ ହୋମ୍‌ଗାର୍ଡ ମୃତ

କଟକ: କଟକ ଜିଲ୍ଲା ପଶ୍ଚିମକଚ୍ଛ ଗାଁରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୁଳିମାଡ଼ରେ ଜଗତପୁର ଥାନାର ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କୀର୍ତ୍ତି ରଞ୍ଜନ ମାସନ୍ତ। ତାଙ୍କ ମୃତଦେହ ନିକଟରୁ ଏକ ପିସ୍ତଲ ଜବତ କରାଯାଇଛି।  ଉକ୍ତ ପିସ୍ତଲରୁ ତାଙ୍କ ଉପରକୁ ଗୁଳି ଚଳାଯାଇଥିବା ଆଶଙ୍କା କରାଯାଉଛି। ତେବେ କିଏ ଓ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟାଇଲା ତାହା ଜଣାପଡ଼ିନାହିଁ। କମିଶନରେଟ୍ ପୋଲିସ୍‌ର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛନ୍ତି। […]

ଅଦ୍ୟତନ ହୋଇଛି
କଟକ: ଗୁଳିମାଡ଼ରେ ହୋମ୍‌ଗାର୍ଡ ମୃତ

homeguard

Advertisment

କଟକ: କଟକ ଜିଲ୍ଲା ପଶ୍ଚିମକଚ୍ଛ ଗାଁରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୁଳିମାଡ଼ରେ ଜଗତପୁର ଥାନାର ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କୀର୍ତ୍ତି ରଞ୍ଜନ ମାସନ୍ତ। ତାଙ୍କ ମୃତଦେହ ନିକଟରୁ ଏକ ପିସ୍ତଲ ଜବତ କରାଯାଇଛି।  ଉକ୍ତ ପିସ୍ତଲରୁ ତାଙ୍କ ଉପରକୁ ଗୁଳି ଚଳାଯାଇଥିବା ଆଶଙ୍କା କରାଯାଉଛି। ତେବେ କିଏ ଓ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟାଇଲା ତାହା ଜଣାପଡ଼ିନାହିଁ। କମିଶନରେଟ୍ ପୋଲିସ୍‌ର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛନ୍ତି।

Advertisment

ସୂଚନାଯୋଗ୍ୟ, ମୃତ ହୋମଗାର୍ଡଙ୍କ ଘର ପଶ୍ଚିମକଚ୍ଛ ଗାଁରେ। ଗତବର୍ଷ ଡିସେମ୍ବର ମାସରେ ଏଠାରୁ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନକୁ ଗିରଫ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe