ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକମାସ। ଏହି ଧର୍ମର ମାସ କାର୍ତ୍ତିକରେ ମହାବାହୁଙ୍କ ଦର୍ଶନ ଲାଗି ପୁରୀରେ ହବିଷ୍ୟାଳୀଙ୍କ ଭିଡ଼ ଲାଗିଛି। ହବିଷ୍ୟାଳୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ସ୍ଥାନରେ ସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ରେଲୱେ ଟୁରିଷ୍ଟ କମ୍ପେକ୍ସ, ଜଗନ୍ନାଥ ବଲ୍ଲଭ ଓ ସାମୟିକ ଯାତ୍ରୀ ଆଶ୍ରୟସ୍ଥଳରେ ପ୍ରାୟ ୩ହଜାର ହବିଷ୍ୟାଳୀଙ୍କ ପାଇଁ ରହିବା,ମହାପ୍ରସାଦ ଖାଇବା ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଥିସହ ସେଠାରେ ଆକାଶଦୀପ, ତୁଳସୀ ଚଉରା ଓ ପୂଜାସାମଗ୍ରୀ ପାଇଁ ସରକାରୀ ଷ୍ଟଲ ମଧ୍ୟ ଖୋଲାଯାଇଛି। ଫଳରେ ହବିଷ୍ୟଳୀମାନେ ସୁବିଧାରେ ପ୍ରତିଦିନ ପୂଜାର୍ଚ୍ଚନା କରିପାରିବେ।
ଆଜିଠୁ କାର୍ତ୍ତିକ ମାସ

Advertisment
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us