କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି କି? ଜାଣନ୍ତୁ କ’ଣ ଖାଇକି ଗଲେ ଶୁଭ ଫଳ ପ୍ରାପ୍ତି ହେବ

କୌଣସି କାମରେ ଘରୁ ବାହାରକୁ ଗଲା ବେଳେ କିଛି ଖାଇକି ଯିବାକୁ ବଡ଼ମାନେ ସବୁବେଳେ ତାଗିଦ୍ କରନ୍ତି। ଏହା ପଛରେ ସାଧାରଣତଃ ସେମାନଙ୍କର ଦୁଇଟି ଯୁକ୍ତି ଥାଏ। ଗୋଟିଏ ଖାଲି ପେଟରେ ରହିଲେ ଦେହ ଖରାପ ହେବ। ଦ୍ୱିତୀୟଟି ହେଉଛି କାଳେ କେଉଁଠି ଖାଇବାକୁ ମିଳିବ କି ନାହିଁ। କିନ୍ତୁ ଏହାବାଦ୍ ଆଉ ଗୋଟିଏ କାରଣ ଅଛି। କୁହାଯାଏ ବାହାରକୁ ଗଲା ବେଳେ ଖାଇକି ଗଲେ ସକାରାତ୍ମକ ଶକ୍ତିର ଅଭାବ ରହେ ନାହିଁ। ସେଥିପାଇଁ କୁହାଯାଏ କୌଣସି […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 07:03 AM IST

Sports

Latest News

କୌଣସି କାମରେ ଘରୁ ବାହାରକୁ ଗଲା ବେଳେ କିଛି ଖାଇକି ଯିବାକୁ ବଡ଼ମାନେ ସବୁବେଳେ ତାଗିଦ୍ କରନ୍ତି। ଏହା ପଛରେ ସାଧାରଣତଃ ସେମାନଙ୍କର ଦୁଇଟି ଯୁକ୍ତି ଥାଏ। ଗୋଟିଏ ଖାଲି ପେଟରେ ରହିଲେ ଦେହ ଖରାପ ହେବ। ଦ୍ୱିତୀୟଟି ହେଉଛି କାଳେ କେଉଁଠି ଖାଇବାକୁ ମିଳିବ କି ନାହିଁ। କିନ୍ତୁ ଏହାବାଦ୍ ଆଉ ଗୋଟିଏ କାରଣ ଅଛି। କୁହାଯାଏ ବାହାରକୁ ଗଲା ବେଳେ ଖାଇକି ଗଲେ ସକାରାତ୍ମକ ଶକ୍ତିର ଅଭାବ ରହେ ନାହିଁ। ସେଥିପାଇଁ କୁହାଯାଏ କୌଣସି କାର୍ଯ୍ୟରେ ବାହାରକୁ ଗଲା ବେଳେ କିଛି ଖାଇକି ଗଲେ ଶୁଭ ହୁଏ। ଖାଲି ପେଟରେ ଗଲେ କାମ ସଂପନ୍ନ ହୁଏ ନାହିଁ। ତେବେ କଥା କେବଳ ଏତିକି ନୁହେଁ। କେଉଁ କାର୍ଯ୍ୟ ପାଇଁ ବାହାରକୁ ଗଲା ବେଳେ କେଉଁ ଖାଦ୍ୟ ଖାଇବେ ତା’ର ମଧ୍ୟ ବିଶେଷତ୍ୱ ରହିଛି। ତା’ହେଲେ ଆସନ୍ତୁ ଯିବା କେଉଁ କାର୍ଯ୍ୟକୁ ଯିବା ପୂର୍ବରୁ କେଉଁ ଖାଦ୍ୟ ଖାଇକି ଗଲେ ଶୁଭ ଫଳ ପ୍ରାପ୍ତି ହୁଏ ବୋଲି କୁହାଯାଏ।

  • ଝିଅ ଅବା ଭଉଣୀର ବାହାଘର ବିଷୟରେ କଥା ହେବାକୁ ଯାଉଥିଲେ ପାନପତ୍ର ଓ ଇଲାଚି ଖାଇ ଘରୁ ବାହାରନ୍ତୁ। ଏହା ଭାରି ଶୁଭ ବୋଲି କୁହାଯାଏ।
  • କୌଣସି ଇଣ୍ଟରଭ୍ୟୁ ଦେବାକୁ ଯିବାର ଥିଲେ ମିଶିରି ଖାଇ ଘରୁ ବାହାରନ୍ତୁ।
  • ଘର, ଜମି ଆଦି କିଣିବାକୁ ଯାଉଥିଲେ ଗୁଡ଼ ଖାଇ ଘରୁ ବାହାରନ୍ତୁ। ଏହା ସମସ୍ତ ପ୍ରତିବନ୍ଧକ ଦୂର କରି ଦେବ ବୋଲି କୁହାଯାଏ।
  • ଦୂର ସ୍ଥାନକୁ ବୁଲି ଯିବାର ଥିଲେ ଦହି ଖାଇ ଘରୁ ବାହାରନ୍ତୁ। ଏହା ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ।
  • ଯଦି କୌଣସି କାର୍ଯ୍ୟ ଅଟକି ଯାଇଛି ଓ ତାହାକୁ ସଂପନ୍ନ କରିବାକୁ ବାହାରିଛନ୍ତି, ତା’ହେଲେ ମିଶିରି ଓ ପାନମହୁରି ଖାଇ ଯାଆନ୍ତୁ।

ପରୀକ୍ଷା ଦେବାକୁ ଗଲା ବେଳେ ଦହି ଖାଇ ଯାଆନ୍ତୁ। ଏହା ସକାରାତ୍ମକ ଶକ୍ତି ଜାଗ୍ରତ କରିଥାଏ ବୋଲି କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story