msd
ଗୋଲମରିଚ ଖାଦ୍ୟର ସ୍ୱାଦ ବଢାଇବାକୁ ବ୍ୟବହାର କରାଯାଇଥାଏ। ଏହି ଛୋଟ ଗୋଲମରିଚ ବଡ ବଡ ସମସ୍ୟାକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହାର ବିସ୍ତ୍ରୁତି ବିବରଣୀ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହାର ବ୍ୟବହାର ଭାଗ୍ୟ ବଦଳାଇପାରେ। ତାହେଲେ ଆସନ୍ତୁ କ’ଣ କଲେ ଏହି ଗୋଲମରିଚ ଆପଣଙ୍କ ଭାଗ୍ୟୋଦୟରେ ସହାୟକ ହେବ।
- ପାଞ୍ଚଟି ଗୋଲମରିଚକୁ ରୁମାଲରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଅର୍ଥାଭାବ ସମସ୍ୟା ଦୂର ହୋଇଯିବ।
- କୌଣସି ମଙ୍ଗଳବାର ଏକ ମୁଠା ଗୋଲମରିଚକୁ ଅଟାରେ ମିଶାଇ ଗରିବଙ୍କୁ ଦାନ କଲେ ଘରେ ସୁଖ ସମ୍ରୁଦ୍ଧି ବଢିବ।
- ଜଳରେ ଗୋଲମରିଚ ପକାଇ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କଲେ ଘରେ ନକାରାତ୍ମକ ପ୍ରଭାବ ଦୂର ହୋଇଯିବ।
- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗିରହୁଥିଲେ ଆଳତି ସମୟରେ କର୍ପୁର ସହ ଗୋଲମରିଚ ପକାଇ ଆଳତି କଲେ ଏହାର ଶୀଘ୍ର ସମାଧାନ ହୋଇଯାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/07/msd.jpg)