Advertisment

ନାବାଳକକୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ମହିଳା

ବଲାଙ୍ଗିର: ଜଣେ ନାବାଳକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ମହିଳା। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବିଲେଇସର୍ଡାରେ। ନାବାଳକ ଜଣକ ମାତାଲ ଅବସ୍ଥାରେ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ମାଡ଼ ମାରିଥିବା ମହିଳାମାନେ ମଦ ବିରୋଧୀ ଆନ୍ଦୋଳନର ସଦସ୍ୟ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଗାଁ ଲୋକେ ପହଞ୍ଚି ନାବାଳକକୁ ଉଦ୍ଧାର କରି ତା’ ଘରକୁ ପଠାଇ ଦେଇଛନ୍ତି।

author-image
Ordigital Desk