ଭୁବନେଶ୍ୱର: ଆସନ୍ତାକାଲି ରାଖୀ ପୂର୍ଣ୍ଣିମା। କାଲି ମଧ୍ୟ ପଡ଼ୁଛି ଚନ୍ଦ୍ର ଗ୍ରହଣ। ହେଲେ ଏହା ହେଉଛି ଆଂଶିକ ଚନ୍ଦ୍ର ଗ୍ରହଣ। ପୃଥିବୀର ମାତ୍ର ୨୫ ପ୍ରତିଶତ ଛାୟା ଚନ୍ଦ୍ର ଉପରେ ପଡ଼ିବ। ଏହି ଚନ୍ଦ୍ର ଗ୍ରହଣ ଅଷ୍ଟ୍ରେଲିଆ, ଆମେରିକା, ଆଫ୍ରିକା, ଏସିଆ ଓ ଇଉରୋପରେ ଦୃଶ୍ୟମାନ ହେବ। ଆମେରିକାରେ ଏହା ଖୁବ୍ କମ୍ ସମୟ ପାଇଁ ଦୃଶ୍ୟମାନ ହେବ। ଭାରତ ଓ ଓଡ଼ିଶାରେ ମଧ୍ୟ ଏହା ଦୃଶ୍ୟମାନ ହେବ। ଓଡ଼ିଶାରେ ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖାଯିବ। ଲୋକମାନେ ଏହାକୁ ଖାଲି ଆଖିରେ ଦେଖିପାରିବେ, କିନ୍ତୁ ଆକାଶ ସଫା ଥିବା ଦରକାର। ଆକାଶରେ ମେଘ ଢାଙ୍କି ଥିଲେ ଏ ଚନ୍ଦ୍ର ଗ୍ରହଣ ଦେଖି ହେବ ନାହିଁ। ତେବେ ଏହି ଚନ୍ଦ୍ର ଗ୍ରହଣ ଆସନ୍ତାକାଲି କେତେ ବେଳେ ଆରମ୍ଭ ହେବ ଓ କେତେବେଳେ ଶେଷ ହେବ, ଓଡ଼ିଶାରେ ଆମେ କେତେବେଳେ ଏହାକୁ ଖାଲି ଆଖିରେ ଦେଖିପାରିବା ଓ କେତେ ସମୟ ପାଇଁ ଦେଖିପାରିବା- ସେ ନେଇ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟରିୟମ୍ର ଉପ-ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ‘ଓଡ଼ିଶା ରିପୋର୍ଟର’ର ପ୍ରତିନିଧି ସୁନୀଲ କୁମାର ଭୂୟାଁ। ଆସନ୍ତୁ ଶୁଣିବା ସେ କ’ଣ କହୁଛନ୍ତି।
ଚନ୍ଦ୍ର ଗ୍ରହଣ; ଓଡ଼ିଶାରେ ଦିଶିବ, ଖାଲି ଆଖିରେ ଦେଖିପାରିବେ

/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)