Advertisment

୩ ଶହ ଦାଦନ ଶ୍ରମିକ ଉଦ୍ଧାର

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରୁ ୩ ଶହରୁ ଅଧିକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। କଣ୍ଟାବାଂଜି ଷ୍ଟେସନ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। ଏହି ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲାଣ କରାଯାଉଥିଲା।

ଚଳିତବର୍ଷ ଅଞ୍ଚଳରେ ମରୁଡ଼ି ହୋଇଥିବାରୁ  ଲୋକଙ୍କ ପାଖରେ ଖାଇବାକୁ ନାହିଁ କି କାମଧନ୍ଦା ନାହିଁ। ତେଣୁ ବାହାର ରାଜ୍ୟକୁ ସେମାନେ ଦାଦନ ଖଟିବା ଲାଗି ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ,ଗତ ତିନିଦିନ ତଳେ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୭୦ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe