ଆବଶ୍ୟକ ସାମଗ୍ରୀ: ଛତୁ, ମଇଦା, ଅଟା, ଆଳୁ, ପିଆଜ, ଲଙ୍କା, ଧନିଆ ପତ୍ର ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦା ଓ ଅଟାକୁ ଲୁଣ ଓ ଅଳ୍ପ ପାଣି ଦେଇ ଚକଟି ରଖିଦିଅନ୍ତୁ। ଏହା ପରେ ସିଝା ଆଳୁ, ପିଆଜ, ଲଙ୍କା ଓ କଟା ଛତୁକୁ ଗୋଳାଇ ଗୁଳା କରି ରଖନ୍ତୁ। ଏହି ଗୁଳାକୁ ଅଟା ଗୁଳା ମଝିରେ ରଖି ପରଟା ପରି ବେଲନ୍ତୁ। ଏବେ ପରଟାରେ ତେଲ ଦେଇ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛତୁ ପରଟା। ଏହାକୁ ଟମାଟୋ ସସ୍ ଓ ଚଟଣୀ ସହ ଖାଆନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...