/odisha-reporter/media/post_attachments/uploads/2018/01/chhatu.jpg)
chhatu
ଆବଶ୍ୟକ ସାମଗ୍ରୀ: ଛତୁ, ମଇଦା, ଅଟା, ଆଳୁ, ପିଆଜ, ଲଙ୍କା, ଧନିଆ ପତ୍ର ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦା ଓ ଅଟାକୁ ଲୁଣ ଓ ଅଳ୍ପ ପାଣି ଦେଇ ଚକଟି ରଖିଦିଅନ୍ତୁ। ଏହା ପରେ ସିଝା ଆଳୁ, ପିଆଜ, ଲଙ୍କା ଓ କଟା ଛତୁକୁ ଗୋଳାଇ ଗୁଳା କରି ରଖନ୍ତୁ। ଏହି ଗୁଳାକୁ ଅଟା ଗୁଳା ମଝିରେ ରଖି ପରଟା ପରି ବେଲନ୍ତୁ। ଏବେ ପରଟାରେ ତେଲ ଦେଇ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛତୁ ପରଟା। ଏହାକୁ ଟମାଟୋ ସସ୍ ଓ ଚଟଣୀ ସହ ଖାଆନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
