ଘରେ ପ୍ରସ୍ତୁତ କରନ୍ତୁ ଛତୁ ପରଟା

ଆବଶ୍ୟକ ସାମଗ୍ରୀ: ଛତୁ, ମଇଦା, ଅଟା, ଆଳୁ, ପିଆଜ, ଲଙ୍କା, ଧନିଆ ପତ୍ର ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦା ଓ ଅଟାକୁ ଲୁଣ ଓ ଅଳ୍ପ ପାଣି ଦେଇ ଚକଟି ରଖିଦିଅନ୍ତୁ। ଏହା ପରେ ସିଝା ଆଳୁ, ପିଆଜ, ଲଙ୍କା ଓ କଟା ଛତୁକୁ ଗୋଳାଇ ଗୁଳା କରି ରଖନ୍ତୁ। ଏହି ଗୁଳାକୁ ଅଟା ଗୁଳା ମଝିରେ ରଖି ପରଟା ପରି ବେଲନ୍ତୁ। ଏବେ ପରଟାରେ ତେଲ ଦେଇ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା […]

chhatu

Rakesh Mallick
  • Published: Friday, 26 January 2018
  • , Updated: 26 January 2018, 12:39 PM IST

ଆବଶ୍ୟକ ସାମଗ୍ରୀ: ଛତୁ, ମଇଦା, ଅଟା, ଆଳୁ, ପିଆଜ, ଲଙ୍କା, ଧନିଆ ପତ୍ର ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦା ଓ ଅଟାକୁ ଲୁଣ ଓ ଅଳ୍ପ ପାଣି ଦେଇ ଚକଟି ରଖିଦିଅନ୍ତୁ। ଏହା ପରେ ସିଝା ଆଳୁ, ପିଆଜ, ଲଙ୍କା ଓ କଟା ଛତୁକୁ ଗୋଳାଇ ଗୁଳା କରି ରଖନ୍ତୁ। ଏହି ଗୁଳାକୁ ଅଟା ଗୁଳା ମଝିରେ ରଖି ପରଟା ପରି ବେଲନ୍ତୁ। ଏବେ ପରଟାରେ ତେଲ ଦେଇ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛତୁ ପରଟା। ଏହାକୁ  ଟମାଟୋ ସସ୍ ଓ ଚଟଣୀ ସହ ଖାଆନ୍ତୁ।

Related story