ନର୍ଲା ୱାଗନ ମରାମତି ଫ୍ୟାକ୍ଟ୍ରି ସ୍ଥାନାନ୍ତର ପ୍ରତିବାଦରେ ଆଜି କଂଗ୍ରେସର ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ ରେଳୱାଗନ ମରାମତି କାରାଖାନା ସ୍ଥାନାନ୍ତର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଭବାନୀପାଟଣା ସହ ଜୁନାଗଡ଼, ଧର୍ମଗଡ, କେସିଙ୍ଗା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଭବାନୀପାଟଣାରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦ କରିଛନ୍ତି। ଆମ୍ବୁଲାନ୍ସ ଓ […]

kalahandi

kalahandi

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 05:32 AM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ ରେଳୱାଗନ ମରାମତି କାରାଖାନା ସ୍ଥାନାନ୍ତର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଭବାନୀପାଟଣା ସହ ଜୁନାଗଡ଼, ଧର୍ମଗଡ, କେସିଙ୍ଗା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ ରହିଛି।

ଭବାନୀପାଟଣାରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦ କରିଛନ୍ତି। ଆମ୍ବୁଲାନ୍ସ ଓ ପିଇବା ପାଣି ଟ୍ୟାଙ୍କର ଭଳି ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।

କଂଗ୍ରେସ କର୍ମୀମାନେ ସହରର ପ୍ରବେଶ ପଥ, କଲେଜ ଛକ, ମେଡିକାଲ ଛକ, ଖରିଆର ରୋଡ୍ ଗେଟ୍ ନିକଟରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ଯୁବ-କଂଗ୍ରେସ କର୍ମୀମାନେ ସହର ସାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜିଲ୍ଲା ପ୍ରତି ଉଦାସୀନ ମନୋଭାବକୁ ପ୍ରତିବାଦ ଜଣାଇ ରାଲି କରିଛନ୍ତି।

କଂଗ୍ରେସ କର୍ମୀ ପ୍ରଶାନ୍ତ ନାୟକ କହିଛନ୍ତି, “କଳାହାଣ୍ଡି ଜିଲ୍ଲାରେ ଏକ ରେଳୱାଗନ ମରାମତି କାରାଖାନା ପ୍ରତିଷ୍ଠା କରିବା ପାଇଁ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି କରିଥିଲେ। କିନ୍ତୁ ଏନଡିଏ ସରକାର ଚକ୍ରାନ୍ତ କରି କଳାହାଣ୍ଡିର ଜିଲ୍ଲାରେ ହେବାକୁ ଥିବା ପ୍ରସ୍ତାବିତ ରେଳୱାଗନ ମରାମତି କାରାଖାନାକୁ ବିଶାଖାପାଟଣା ସ୍ଥାନାନ୍ତର କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଲୋକମାନେ କାରାଖାନା ହେବା ପାଇଁ ଯେଉଁ ସପ୍ନ ଦେଖିଥିଲେ, ତାହା ଧୂଳିସାତ ହୋଇଛି। ତାହାରି ପ୍ରତିବାଦରେ ଆଜି  ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story