Advertisment

ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନୀ ସଭାକୁ ନରସିଂହଙ୍କୁ ଛାଡ଼ିଲାନି ପୋଲିସ!

ବଲାଙ୍ଗିର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଅପମାନ କରାଯାଇଥିବା ସେ ନିଜେ ଅଭିଯୋଗ କରିଛନ୍ତି।

ନରସିଂହ ମିଶ୍ର କହିଛନ୍ତି,“ମୁଁ ସଭାସ୍ଥଳକୁ ଆସିବା ସମୟରେ ପୋଲିସ ଜାଣି ଶୁଣି ମୋ ଗାଡ଼ିକୁ ପଛକୁ ରଖିଥିଲା। ଉତ୍ସବ ସ୍ଥଳରେ ମୁଁ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ ସାରି ଦେଇଥିଲେ। ଜାଣିଶୁଣି ମୋତେ ଉତ୍ସବ ସ୍ଥଳରେ ପହଞ୍ଚିବାକୁ ଦିଆଯାଇ ନାହିଁ। ଏହାର ଜବାବ ଉଚିତ ଜାଗାରେ ଦିଆଯିବ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe