ଅଦ୍ୟତନ ହୋଇଛି
palalahada
Advertisment
ପାଲଲହଡ଼ା: ଅନୁଗୋଳ ଜିଲ୍ଲା ପାଲଲହଡ଼ା ନିକଟ ବଡ଼ଜାମ୍ବୁଆ ପାହାଡ଼ର ଏକ ଖୋଲରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଖମାର ଥାନା ଅନ୍ତର୍ଗତ ବେଶଳିଆ ଗାଁର ଖଗେଶ୍ୱର ପ୍ରଧାନ। ଗତ ଶୁକ୍ରବାରଠାରୁ ଖଗେଶ୍ୱର ନିଖୋଜ ଥିଲେ। ପୂର୍ବ ଶତ୍ରୁତାରୁ ଖଗେଶ୍ୱରଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/palalahada.jpg)