Advertisment

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ ୨,୨୦,୭୮୯ ପ୍ରାର୍ଥୀ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ସରିବା ପରେ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାର୍ଥୀଙ୍କ ସଂଖ୍ୟା ଘୋଷଣା କରାଯାଇଛି। ଚଳିତ ନିର୍ବାଚନ ପାଇଁ ମୋଟ ୨,୨୦,୭୮୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ଆସନ ପାଇଁ ୩୩୮୦ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୩୩,୩୪୮ ଜଣ ଦାଖଲ କରିଛନ୍ତି। ସମିତି ସଭ୍ୟ ଆସନ ପାଇଁ ୨୭,୪୭୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। […]

ଅଦ୍ୟତନ ହୋଇଛି
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ ୨,୨୦,୭୮୯ ପ୍ରାର୍ଥୀ

nomination

Advertisment

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ସରିବା ପରେ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାର୍ଥୀଙ୍କ ସଂଖ୍ୟା ଘୋଷଣା କରାଯାଇଛି। ଚଳିତ ନିର୍ବାଚନ ପାଇଁ ମୋଟ ୨,୨୦,୭୮୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Advertisment

ଜିଲ୍ଲା ପରିଷଦ ଆସନ ପାଇଁ ୩୩୮୦ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୩୩,୩୪୮ ଜଣ ଦାଖଲ କରିଛନ୍ତି। ସମିତି ସଭ୍ୟ ଆସନ ପାଇଁ ୨୭,୪୭୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ୱାର୍ଡ ମେମ୍ବର ପାଇଁ ୧,୫୬,୦୮୬ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୬,୦୫୪ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ସର୍ବନିମ୍ନ ୧୯୦୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe