Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଚଳିତବର୍ଷ ମଇଦାନରେ ୧,୮୯,୦୯୯ ଜଣ ପ୍ରାର୍ଥୀ ଅଛନ୍ତି। ୱାର୍ଡ଼ ମେମ୍ୱରରେ ୧,୩୭,୧୬୩, ସମିତି ସଭ୍ୟ ପାଇଁ ୨୨,୧୦୯, ସରପଞ୍ଚରେ ୨୬,୫୩୯  ଓ ଜିଲ୍ଲା ପରିଷଦ ପାଇଁ ୩,୨୮୮ ପ୍ରାର୍ଥୀ ଅଛନ୍ତି। ନିର୍ବାଚନ ମଇଦାନରୁ ୧୭,୬୧୬ ଜଣ ପ୍ରାର୍ଥୀ ଓହରି ଯାଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ସେ କହିଛନ୍ତି,“ରାଜ୍ୟରେ ଯେଉଁ ସ୍ଥାନରେ କୌଣସି ନାମାଙ୍କନପତ୍ର ଦାଖଲ ହୋଇନାହିଁ […]

ଅଦ୍ୟତନ ହୋଇଛି
ମାଓବାଦୀଙ୍କ ଧମକ ସତ୍ତ୍ୱେ ପ୍ରାର୍ଥିପତ୍ର ଦାଖଲ କଲେ ୧୨ ପ୍ରାର୍ଥୀ

state election

Advertisment

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଚଳିତବର୍ଷ ମଇଦାନରେ ୧,୮୯,୦୯୯ ଜଣ ପ୍ରାର୍ଥୀ ଅଛନ୍ତି। ୱାର୍ଡ଼ ମେମ୍ୱରରେ ୧,୩୭,୧୬୩, ସମିତି ସଭ୍ୟ ପାଇଁ ୨୨,୧୦୯, ସରପଞ୍ଚରେ ୨୬,୫୩୯  ଓ ଜିଲ୍ଲା ପରିଷଦ ପାଇଁ ୩,୨୮୮ ପ୍ରାର୍ଥୀ ଅଛନ୍ତି। ନିର୍ବାଚନ ମଇଦାନରୁ ୧୭,୬୧୬ ଜଣ ପ୍ରାର୍ଥୀ ଓହରି ଯାଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି।

Advertisment

ସେ କହିଛନ୍ତି,“ରାଜ୍ୟରେ ଯେଉଁ ସ୍ଥାନରେ କୌଣସି ନାମାଙ୍କନପତ୍ର ଦାଖଲ ହୋଇନାହିଁ ଏବଂ ଯେଉଁଠାରେ ଦାଖଲ ହୋଇଥିବା ସମସ୍ତ ନାମାଙ୍କନପତ୍ର ନାକଚ ହୋଇଯାଇଛି ସେଠାରେ ଆଉଥରେ ନାମାଙ୍କନପତ୍ର ଦାଖଲ ହେବ। ଏ ନେଇ ତାରିଖ ଘୋଷଣା କରିଛନ୍ତି। ଏସବୁ ସ୍ଥାନରେ ନିର୍ବାଚନ ତାରିଖରେ କୌଣସି ପରିବର୍ତ୍ତନ କରାଯାଇନି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe