Advertisment

ପଶ୍ଚିମବଙ୍ଗ ସିଲିଗୁଡିରେ ଓଡ଼ିଆ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ପଶ୍ଚିମବଙ୍ଗ ସିଲିଗୁଡିରେ ଜଣେ ଓଡ଼ିଆ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  ମୃତ ଯବାନଙ୍କ ନାଁ ଜ୍ୟୋତି ପ୍ରକାଶ ପଣ୍ଡା। ଯାଜପୁର ଜିଲ୍ଲା କୁଆଖିଆ ଚଣ୍ଡିପୁରରେ ଜ୍ୟୋତିଙ୍କ  ଘର।  ତାଙ୍କ ଦେହରେ ଗୁଳି ବାଜିଥିବା ନେଇ ଘରକୁ ଫୋନ ଆସିଥିବା ଜ୍ୟୋତିଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

author-image
Rakesh Mallick
ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗ ସିଲିଗୁଡିରେ ଓଡ଼ିଆ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

jaban-3