ପଶ୍ଚିମବଙ୍ଗ ସିଲିଗୁଡିରେ ଓଡ଼ିଆ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ପଶ୍ଚିମବଙ୍ଗ ସିଲିଗୁଡିରେ ଜଣେ ଓଡ଼ିଆ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।  ମୃତ ଯବାନଙ୍କ ନାଁ ଜ୍ୟୋତି ପ୍ରକାଶ ପଣ୍ଡା। ଯାଜପୁର ଜିଲ୍ଲା କୁଆଖିଆ ଚଣ୍ଡିପୁରରେ ଜ୍ୟୋତିଙ୍କ  ଘର।  ତାଙ୍କ ଦେହରେ ଗୁଳି ବାଜିଥିବା ନେଇ ଘରକୁ ଫୋନ ଆସିଥିବା ଜ୍ୟୋତିଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।