ଅଦ୍ୟତନ ହୋଇଛି
Arisha_Pitha
Advertisment
ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ ଚୁନା, ଗୁଡ଼, ଚିନି, ନଡ଼ିଆ କୋରା, ଗୋଲମରିଚ ଗୁଣ୍ଡ ଓ ରିଫାଇନ୍ ତେଲ।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ ପାଣିରେ ବତୁରାଇ ତାକୁ ଖରାରେ ଶୁଖାଇ ଗୁଣ୍ଡ କରି ରଖନ୍ତୁ। ଏହା ପରେ କଡ଼େଇରେ ଗୁଡ଼ ପାଗ କରନ୍ତୁ। ଚାଉଳ ଚୁନାକୁ ଧିରେ ଧିରେ କଡ଼େଇରେ ପକାଇ ଜନ୍ତ ପ୍ରସ୍ତୁତ କରନ୍ତୁ। ଏହାପରେ ଆଉଏକ ପାତ୍ରରେ ନଡିଆ, ଚିନି, ଗୋଲମରିଚ ଗୁଣ୍ଡରେ ପୁର ପ୍ରସ୍ତୁତ କରନ୍ତୁ। ଚାଉଳ ଜନ୍ତରେ ନଡ଼ିଆରେ ପ୍ରସ୍ତୁତ ପୁର ମଝିରେ ଦେଇ ଆରିସା ପିଠା ଗଢନ୍ତୁ। ଏହାପରେ ପିଠାକୁ ରିଫାଇନ୍ ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପୁର ଦିଆ ଆରିସା ପିଠା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/03/Arisha_Pitha.jpg)