Advertisment

ଅପରାହ୍ନ ଜଳଖିଆ ପାଇଁ ବନାନ୍ତୁ ଚଟ୍‌ପଟା ଝାଲ ମୁଢ଼ି

ଆବଶ୍ୟକ ସାମଗ୍ରୀ: ମୁଢ଼ି, କଞ୍ଚା ଲଙ୍କା, ଲେମ୍ବୁ, ଲୁଣ, ସୋରିଷ ତେଲ, ଆଚାର, ପିଆଜ, ଧନିଆ ପତ୍ର, ଟମାଟୋ, ମିକ୍ସଚର, କାକୁଡ଼ି, ଛଣା ସେଓ, ସିଝା ମଟର ଓ ବାଦାମ୍‌। ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପାତ୍ରରେ ମୁଢ଼ି ନିଅନ୍ତୁ। ସେଥିରେ କଟା ଯାଇଥିବା କଞ୍ଚା ଲଙ୍କା, କଟା ପିଆଜ, ସ୍ୱାଦ ଅନୁସାରେ ଲୁଣ, ସୋରିଷ ତେଲ, ସିଝା ମଟର, ବାଦାମ ପକାଇ ଗୋଳାଇ ଦିଅନ୍ତୁ। ଯଦି ପାରିବେ ସେଥିରେ ଅଳ୍ପ ଖଟା ଆଚାର ପକାନ୍ତୁ। ଏହା […]

author-image
Rakesh Mallick
ଅଦ୍ୟତନ ହୋଇଛି
 ଅପରାହ୍ନ ଜଳଖିଆ ପାଇଁ ବନାନ୍ତୁ ଚଟ୍‌ପଟା ଝାଲ ମୁଢ଼ି

jhal-muri

ଆବଶ୍ୟକ ସାମଗ୍ରୀ: ମୁଢ଼ି, କଞ୍ଚା ଲଙ୍କା, ଲେମ୍ବୁ, ଲୁଣ, ସୋରିଷ ତେଲ, ଆଚାର, ପିଆଜ, ଧନିଆ ପତ୍ର, ଟମାଟୋ, ମିକ୍ସଚର, କାକୁଡ଼ି, ଛଣା ସେଓ, ସିଝା ମଟର ଓ ବାଦାମ୍‌।

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଏକ ପାତ୍ରରେ ମୁଢ଼ି ନିଅନ୍ତୁ। ସେଥିରେ କଟା ଯାଇଥିବା କଞ୍ଚା ଲଙ୍କା, କଟା ପିଆଜ, ସ୍ୱାଦ ଅନୁସାରେ ଲୁଣ, ସୋରିଷ ତେଲ, ସିଝା ମଟର, ବାଦାମ ପକାଇ ଗୋଳାଇ ଦିଅନ୍ତୁ। ଯଦି ପାରିବେ ସେଥିରେ ଅଳ୍ପ ଖଟା ଆଚାର ପକାନ୍ତୁ। ଏହା ପରେ କଟା କାକୁଡ଼ି, ଟମାଟୋ, ଛଣା ସେଓ ଓ ମିକ୍ସଚର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ କଟା ଯାଇଥିବା ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଚଟ୍‌ ପଟା ଝାଲ ମୁଢ଼ି।