chiken
ଆବଶ୍ୟକ ସାମଗ୍ରୀ: ଦେଶୀ କୁକଡ଼ା ମାଂସ, ଅଦା ରସୁଣ ପେଷ୍ଟ, କଟା ପିଆଜ, କଟା ଟମାଟୋ, ଲୁଣ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ତେଲ, ହଳଦୀ ଗୁଣ୍ଡ, କଞ୍ଚାଲଙ୍କା ଓ ଉଷୁନା ଚାଉଳ ଚୂନା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଟିକେ ଭାଜି ହୋଇଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ତା’ ପରେ ସେଥିରେ ଟମାଟୋ ଓ ଗୋଟା କଞ୍ଚାଲଙ୍କା ପକାନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ କୁକୁଡ଼ା ମାଂସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ୧୦ ମିନିଟ୍ କଷନ୍ତୁ। କିଛି ସମୟ ପରେ ଆବଶ୍ୟକ ମୁତାବକ ପାଣି ଦେଇ ଗୋଳେଇ ଦିଅନ୍ତୁ। ମାଂସ ସିଝିବା ପରେ ସେଥିରେ ଅଳ୍ପ ଚାଉଳ ଚୂନା ପକାନ୍ତୁ। ତା’ ପରେ ୨ ମିନିଟ୍ ପରେ ଚୁଲିରେ ବସାଇବା ପରେ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କୁକୁଡ଼ା ମାଂସ ଲେଠ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/02/chiken-copy.jpg)