/odisha-reporter/media/post_attachments/uploads/2018/02/lasiiiii.jpg)
lasiiiii
ଆବଶ୍ୟକ ସାମଗ୍ରୀ: ଦହି, ଚିନି, ବରଫ, ରାବିଡି, ପିସ୍ତା, କାଜୁ, ଚେରୀ, ବନ୍ ଭିଟା, ନଡ଼ିଆ
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ଦହି ଆଣନ୍ତୁ। ସେଥିରେ ଆବଶ୍ୟକ ଅନୁଯାୟୀ ଚିନି ଓ ବରଫ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଗ୍ରାଇଣ୍ଡିଂ ହୋଇଯିବା ପରେ ଏହାକୁ ଏକ ଗ୍ଲାସରେ କାଢି ଦିଅନ୍ତୁ। ସେଥିରେ ଛୋଟ ଛୋଟ ପିସ୍ କରି କଟାଯାଇଥିବା କାଜୁ କିସ୍ ମିସ୍ ଓ ପିସ୍ତା ପକାନ୍ତୁ। ଏହା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ରାବିଡ଼ି ଓ ବନ ଭିଟା ପକାନ୍ତୁ। ପରେ ଲସିରେ କୋରା ନଡ଼ିଆ ଓ ଚେରୀ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଲସି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
