ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଦହି ଲସି

ଆବଶ୍ୟକ ସାମଗ୍ରୀ: ଦହି, ଚିନି, ବରଫ, ରାବିଡି, ପିସ୍ତା, କାଜୁ, ଚେରୀ, ବନ୍‌ ଭିଟା, ନଡ଼ିଆ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ଦହି ଆଣନ୍ତୁ। ସେଥିରେ ଆବଶ୍ୟକ ଅନୁଯାୟୀ ଚିନି ଓ ବରଫ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଗ୍ରାଇଣ୍ଡିଂ ହୋଇଯିବା ପରେ ଏହାକୁ ଏକ ଗ୍ଲାସରେ କାଢି ଦିଅନ୍ତୁ। ସେଥିରେ ଛୋଟ ଛୋଟ ପିସ୍‌ କରି କଟାଯାଇଥିବା କାଜୁ କିସ୍ ମିସ୍ ଓ ପିସ୍ତା ପକାନ୍ତୁ। ଏହା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ରାବିଡ଼ି […]

lasiiiii

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 01:43 PM IST

ଆବଶ୍ୟକ ସାମଗ୍ରୀ: ଦହି, ଚିନି, ବରଫ, ରାବିଡି, ପିସ୍ତା, କାଜୁ, ଚେରୀ, ବନ୍‌ ଭିଟା, ନଡ଼ିଆ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ଦହି ଆଣନ୍ତୁ। ସେଥିରେ ଆବଶ୍ୟକ ଅନୁଯାୟୀ ଚିନି ଓ ବରଫ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଗ୍ରାଇଣ୍ଡିଂ ହୋଇଯିବା ପରେ ଏହାକୁ ଏକ ଗ୍ଲାସରେ କାଢି ଦିଅନ୍ତୁ। ସେଥିରେ ଛୋଟ ଛୋଟ ପିସ୍‌ କରି କଟାଯାଇଥିବା କାଜୁ କିସ୍ ମିସ୍ ଓ ପିସ୍ତା ପକାନ୍ତୁ। ଏହା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ରାବିଡ଼ି ଓ ବନ ଭିଟା ପକାନ୍ତୁ। ପରେ ଲସିରେ କୋରା ନଡ଼ିଆ ଓ ଚେରୀ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଲସି।

Related story