ଅଦ୍ୟତନ ହୋଇଛି
food copy
Advertisment
ଆବଶ୍ୟକ ସାମଗ୍ରୀ: କଞ୍ଚା ମୁଗଡାଲି ବଟା, ଚିନି, ଗୁଜୁରାତି, ନାଡ଼ିଆ କୋରା, ତେଜପତ୍ର, ତେଲ।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚାମୁଗକୁ ବାଟି ରଖନ୍ତୁ। ତା’ପରେ ଜନ୍ତ ପ୍ରସ୍ତୁତ କରନ୍ତୁ। ଜନ୍ତ ପ୍ରସ୍ତୁତ କରିବା ପାଇଁ କଡ଼େଇରେ ତେଲ ଗରମ କରି ସେଥିରେ ବଟା ହୋଇଥିବା ମୁଗଡାଲି, ଆବଶ୍ୟକ ଅନୁଯାୟୀ ଚିନି, ଗୁଜୁରାତି, ନଡ଼ିଆ କୋରା ଓ ତେଜପତ୍ର ପକାଇ ଜନ୍ତ ପ୍ରସ୍ତୁତ କରନ୍ତୁ। ଏହାପରେ ମୁଗ ଜନ୍ତକୁ ଏକ ପାତ୍ରରେ ରଖି ସମାନ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ ତେଲ ଗରମ କରି କଟାଯାଇଥିବା ମୁଗ ଜନ୍ତକୁ ଛାଣନ୍ତୁ। ଅଳ୍ପ ନାଲି ହେବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗ ତିଖିରି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/04/food-copy.jpg)