/odisha-reporter/media/post_attachments/uploads/2018/03/tsr-la.jpg)
ilisi-machha tak
ଆବଶ୍ୟକ ସାମଗ୍ରୀ: ଇଲିସି ମାଛ, ବାଇଗଣ, ସୋରିଷ ତେଲ, ପଞ୍ଚ ଫୁଟଣ, କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଓ ତେନ୍ତୁଳି ମଣ୍ଡ।
Advertisment
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ ପଞ୍ଚ ଫୁଟଣ, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଏହାପରେ ସେଥିରେ ଅଳ୍ପ ଗରମ ପାଣି ଦିଅନ୍ତୁ। ପାଣି ଫୁଟିଗଲା ପରେ ସେଥିରେ ପୂର୍ବରୁ ଭଜା ହୋଇ ରଖିଥିବା ଇଲିସି ମାଛ ପକାନ୍ତୁ। ସେଥିରେ ଭଜା ବାଇଗଣ ପକାନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ସେଥିରେ ତେନ୍ତୁଳି ମଣ୍ଡ ପକାନ୍ତୁ। ଇଲିସି ମାଛକୁ ଭାଜିବା ବେଳେ ବଳି ଥିବା ତେଲ ମଧ୍ୟ ଉପରେ ପକାଇ ପାରନ୍ତି। ଅଳ୍ପ ସମୟ ଫୁଟିବାକୁ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଇଲିସି ମାଛ ଟକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
