Advertisment

ରଥଟଣା ଆରମ୍ଭ

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶ୍ରୀଜିଉଙ୍କ ରଥଟଣା ଆରମ୍ଭ ହୋଇଛି। ଗଜବତି ମହାରାଜ ତିନି ରୋରେ ଛେରାପହଁରା କରିବା ପରେ ଚାରମାଳ ଖୋଲା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ରଥଟଣା।

[vc_video link="" align="center"]

ପ୍ରଥମେ ଗଡ଼ିଥିଲା ବଳଭଦ୍ରଙ୍କ ତାଳଦ୍ୱଜ୍‌। ଭକ୍ତମାନେ ଶ୍ରଦ୍ଧାର ସହ ତାଳଧ୍ୱଜ୍‌ଙ୍କ ରଥକୁ ଟାଣି ନେଇଥିଲେ। କିଛି ବାଟ ଯିବା ପରେ ବଳଭଦ୍ର ସାନ ଭାଇ ଜଗା ଓ ଭଉଣୀଙ୍କ ପାଇଁ ଅଟକି ଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ଭକ୍ତମାନେ ଶ୍ରଦ୍ଧାଳ ସହ ମା’ଙ୍କ ରଥ ଟାଣୁଛନ୍ତି।

ମା’ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭର କିଛି ସମୟ ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଭୁଙ୍କୁ ମାଉସୀ ମା’ ଘରକୁ ଟାଣି ନେବାକୁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅହେତୁକ ଉତ୍ସାହ।

author-image
Ordigital Desk