Advertisment

ଜଗନ୍ନାଥଙ୍କ ପାଖରୁ ମୋହ ତୁଟୁନି: ସାତ ଦରିଆ ପାର ହୋଇ ୧୦ ବର୍ଷ ହେଲା ଚାଲିଆସୁଛନ୍ତି ପୁରୀ

[vc_row][vc_column][vc_video link=": କୁହାଯାଏ ଡୋର ନ ଲାଗିଲେ କେହି ପୁରୀ ଆସି ପାରନ୍ତିନି କାଳିଆ ଦର୍ଶନ ପାଇଁ। ଆଉ ଥରେ ଡୋର ଲାଗିଲେ ବସିବା ଜାଗାରୁ ବି ଉଠି ଆସନ୍ତି ଭକ୍ତମାନେ। କିନ୍ତୁ ପୂର୍ବ ୟୁରୋପର ସ୍ଲୋଭାକିଆର ଜଣେ ମହିଳା ଗଲା ୧୦ ବର୍ଷ ହେଲାଣି ରଥଯାତ୍ରା ଦେଖିବାକୁ ଆସୁଛନ୍ତି। ଏଥର ବି ସେ ଆସିଛନ୍ତି। ତାଙ୍କ ନାଁ କଳାବତୀ ଶକ୍ତି। ସେ ଜଣ ଇସ୍କନ ଭକ୍ତ। ତାଙ୍କ ସହିତ ତାଙ୍କର କିଛି ସାଥୀ ବି ସବୁ ବର୍ଷ ରଥଯାତ୍ରା ଦେଖିବାକୁ ପୁରୀ ଆସୁଛନ୍ତି।[/vc_column_text][/vc_column][/vc_row]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe