Advertisment

ରଥଯାତ୍ରାରେ କୁନି ସୈନିକ, ବଡ଼ଦାଣ୍ଡରେ ଭକ୍ତଙ୍କୁ ଦେଉଛନ୍ତି ସେବା ଓ ସୁରକ୍ଷା

[vc_row][vc_column][vc_video link=": ଆଜି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଶାନ୍ତିଶୃଙ୍ଖଳା ପାଇଁ ସୁରକ୍ଷାକର୍ମୀ ନିଯୁକ୍ତ ହୋଇଥିବା ବେଳେ ଭକ୍ତଙ୍କ ସୁବିଧା ପାଇଁ ନିୟୋଜିତ ହୋଇଛନ୍ତି ଅନେକ ସ୍ୱେଚ୍ଛାସେବୀ। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଶୁଭେନ୍ଦୁ ମହାପାତ୍ର। ସେ ଜଣେ କୁନି ସ୍ୱେଚ୍ଛାସେବୀ। ବଳଗନ୍ଦି ହାଇସ୍କୁଲରେ ପଢନ୍ତି। ସେ ଓ ତାଙ୍କର ୩୦ ଜଣ ସାଥୀ ଏଥର ରଥଯାତ୍ରାରେ ସ୍ୱେଚ୍ଛାସେବୀ ଭାବେ ତାଙ୍କ ସ୍କୁଲ୍ ତରଫରୁ ଆସିଛନ୍ତି। ଶୁଭେନ୍ଦୁ କହିଛନ୍ତି ସେ ତିନି ବର୍ଷ ହେଲାଣି ଆସୁଛନ୍ତି। ଜଗନ୍ନାଥଙ୍କ ପାଇଁ କାମ କରିବାରେ ସେ ଖୁସି ଅନୁଭବ କରୁଛନ୍ତି। ପାଣି ପିଇ ଡଷ୍ଟବିନ୍‌ରେ ବୋତଲ ଅବା ପାଣି ପାଉଚ୍‌ ପକାଇବାକୁ ସେମାନେ ଭକ୍ତଙ୍କୁ କହୁଛନ୍ତି।[/vc_column_text][/vc_column][/vc_row]

author-image
Ordigital Desk