Advertisment

ପେଟ ରୋଗ ପାଇଁ ରାମବାଣ ମୂଳା

ମୂଳା ଯେତିକି ସ୍ୱାଦିଷ୍ଟ ସେତିକି ଉପକାରୀ। ଏଥିରେ ପ୍ରୋଟିନ୍, ଭିଟାମିନ୍‌ ଏ,ବି,ସି ଆୟୋଡିନ୍‌,କ୍ୟାଲ୍‌ସିୟମ୍‌, ସୋଡିୟମ୍, ମ୍ୟାଗ୍‌ନେସିୟମ୍‌, ଫସ୍‌ଫରସ୍‌ ଓ କ୍ଲୋରିନ୍‌ର ମାତ୍ରା ପର୍ଯ୍ୟାପ୍ତ ପରିମାଣରେ ରହିଛି। ମୂଳାକୁ ସାଲାଡ, ପରଟା ଓ ତରକାରୀ ଭାବେ ନିଜ ଡାଏଟ୍‌ରେ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା ମୂଳା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ମୂଳା ଖାଇବା ଦ୍ୱାରା ହଜମ କ୍ରିୟା ଠିକ୍‌ ରହେ। ଖାଲି ପେଟରେ ମୂଳା ଖାଇବା ଦ୍ୱାରା ଭୋକ ବଢ଼ିବା ସହ […]

ଅଦ୍ୟତନ ହୋଇଛି
ପେଟ ରୋଗ ପାଇଁ ରାମବାଣ ମୂଳା

radish

Advertisment

ମୂଳା ଯେତିକି ସ୍ୱାଦିଷ୍ଟ ସେତିକି ଉପକାରୀ। ଏଥିରେ ପ୍ରୋଟିନ୍, ଭିଟାମିନ୍‌ ଏ,ବି,ସି ଆୟୋଡିନ୍‌,କ୍ୟାଲ୍‌ସିୟମ୍‌, ସୋଡିୟମ୍, ମ୍ୟାଗ୍‌ନେସିୟମ୍‌, ଫସ୍‌ଫରସ୍‌ ଓ କ୍ଲୋରିନ୍‌ର ମାତ୍ରା ପର୍ଯ୍ୟାପ୍ତ ପରିମାଣରେ ରହିଛି। ମୂଳାକୁ ସାଲାଡ, ପରଟା ଓ ତରକାରୀ ଭାବେ ନିଜ ଡାଏଟ୍‌ରେ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା ମୂଳା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

Advertisment
  • ମୂଳା ଖାଇବା ଦ୍ୱାରା ହଜମ କ୍ରିୟା ଠିକ୍‌ ରହେ। ଖାଲି ପେଟରେ ମୂଳା ଖାଇବା ଦ୍ୱାରା ଭୋକ ବଢ଼ିବା ସହ ଗ୍ୟାସ ସମସ୍ୟା ଦୂର ହୋଇଥାଏ।
  • ମୂଳା ରସରେ ଲେମ୍ୱୁ ରସ ଓ ସୈନ୍ଧବ ଲୁଣ ମିଶାଇ ପିଇବା ଦ୍ୱାରା ପେଟର ଅତିରିକ୍ତ ଚର୍ବି ହ୍ରାସ ହୋଇଯାଏ।
  • ମୂଳା ଖାଇବା ଦ୍ୱାରା ପେଟରେ ହେଉଥିବା ଷ୍ଟୋନ୍‌ ସମସ୍ୟା ଦୂର ହୁଏ।
  • ମୂଳା ଦାନ୍ତର ହଳଦିଆ ରଙ୍ଗ ଦୂର କରିବାରେ ସାହାଯ୍ୟ କରେ। ମୂଳାର ଛୋଟ ଛୋଟ ଖଣ୍ଡରେ ଲେମ୍ୱୁ ରସ ମିଶାଇ ଦାନ୍ତରେ ଘସନ୍ତୁ କିମ୍ୱା କିଛି ସମୟ ଚୋବାଇ ଛେପ ପକାଇଦିଅନ୍ତୁ। ଏପରି କଲେ ଅଳ୍ପ ଦିନରେ ଦାନ୍ତ ମଧ୍ୟରେ ଥିବା ହଳଦିଆ ରଙ୍ଗ ଦୂର ହୋଇଯିବ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe