crap curryu
ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ଟମାଟୋ, ପିଆଜ ରସୁଣ, ଡାଲଚିନି, ଗୁଜୁରାତି, ନଡ଼ିଆ କ୍ଷୀର, ତେଲ,ଲୁଣ, ହଳଦୀ, ଗରମ ମସଲା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ଗରମ ପାଣିରେ ପକାଇଦିଅନ୍ତୁ। କଙ୍କଡ଼ା ମରିଯିବା ପରେ ଖୋଳପା ଛଡ଼ାଇ ମାଂସ ବାହାର କରନ୍ତୁ। ଏବଂ ମାଂସକୁ ଛୋଟ ଚୋଟ ଖଣ୍ଡରେ କାଟି ତେଲରେ ଭାଜି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, ଟମାଟୋ ଓ ରସୁଣ ଏବଂ ଡାଲଚିନି ଓ ଗୁଜୁରାତି ବଟା ପକାଇ କଷି ଦିଅନ୍ତୁ। ମସଲା ଭଲଭାବେ କଷି ହୋଇଯିବା ପରେ ସେଥିରେ କଙ୍କଡ଼ା ମାଂସ ପକାନ୍ତୁ ଓ କଷନ୍ତୁ। ମାଂସ କଷି ହେବା ପରେ ନଡ଼ିଆ ରସ ପକାଇ ଏହାକୁ ପୁଟାନ୍ତୁ। ଅଳ୍ପ ଫୁଟିଗଲା ପରେ ଏହାକୁ ଗରମ ଗରମ ପରଷନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/04/crap-curryu-1.jpg)