Advertisment

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଭଳି ‘ହଟ୍ ଆଣ୍ଡ ସୋର ସୁପ୍’

ଆବଶ୍ୟକ ସାମଗ୍ରୀ: ଅଧା କପ ବନ୍ଧାକୋବି କୋରା, ଅଧା କପ ଗାଜର କୋରା, ବିନସ ଛୋଟ ଛୋଟ କଟା, ବଟମ ଛତୁ ଛୋଟ ଛୋଟ କଟା, ପିଆଜ ଶଣ୍ଢା ଛୋଟ ଛୋଟ କଟା, ସିମଳା ମିର୍ଚ ଛୋଟ ଛୋଟ କଟା, ରସୁଣ, ଅଦା ଛେଚା, ଭେଜିଟେବଲ ଷ୍ଟକ, କର୍ନଫ୍ଲୋର, ଲୁଣ, ଗୋଲମରିଚ ଗୁଣ୍ଡ, ତେଲ, ଗ୍ରୀନ ଚିଲି ସସ୍ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ଏଥିରେ ପିଆଜ ସଣ୍ଢା, ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ ।  ଦୁଇ ମିନିଟ ପରେ ଏଥିରେ ସବୁ କଟା ପରିବା ପକାଇ ୨ […]

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଭଳି ‘ହଟ୍ ଆଣ୍ଡ ସୋର ସୁପ୍’

kkkkk

Advertisment

ଆବଶ୍ୟକ ସାମଗ୍ରୀ: ଅଧା କପ ବନ୍ଧାକୋବି କୋରା, ଅଧା କପ ଗାଜର କୋରା, ବିନସ ଛୋଟ ଛୋଟ କଟା, ବଟମ ଛତୁ ଛୋଟ ଛୋଟ କଟା, ପିଆଜ ଶଣ୍ଢା ଛୋଟ ଛୋଟ କଟା, ସିମଳା ମିର୍ଚ ଛୋଟ ଛୋଟ କଟା, ରସୁଣ, ଅଦା ଛେଚା, ଭେଜିଟେବଲ ଷ୍ଟକ, କର୍ନଫ୍ଲୋର, ଲୁଣ, ଗୋଲମରିଚ ଗୁଣ୍ଡ, ତେଲ, ଗ୍ରୀନ ଚିଲି ସସ୍

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି ଏଥିରେ ପିଆଜ ସଣ୍ଢା, ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ ।  ଦୁଇ ମିନିଟ ପରେ ଏଥିରେ ସବୁ କଟା ପରିବା ପକାଇ ୨ ରୁ ୩ ମିନିଟ ଯାଏଁ ଆଞ୍ଚରେ ଭାଜନ୍ତୁ । ଏବେ ଏଥିରେ  ଭେଜିଟେବଲ ଷ୍ଟକ ୫ ରୁ ୬ କପ୍ ଦିଅନ୍ତୁ । ସୁପ ଫୁଟିଲେ କର୍ନଫ୍ଲୋରରେ ଅଧା କପ ଥଣ୍ଡା ପାଣି ମିଶ୍ରଣ କରି ଏହି ସୁପରେ ମିଶାନ୍ତୁ । ଏହାକୁ ଭଲକରି ଗୋଳାନ୍ତୁ । ସୁପ ଗାଢ଼ା ହେଲେ ଗ୍ରୀନ ଚିଲି ସସ୍ , ସୋୟା ସସ୍ ପକାନ୍ତୁ। ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ଵାଦ ଅନୁସାରେ ଦିଅନ୍ତୁ। ସୁପର ସ୍ଵାଦ ବଢ଼ାଇବା ପାଇଁ ଏଥିରେ ଗରମ ତେଲରେ ଲଙ୍କା ଗୁଣ୍ଡ ଫୁଟାଇ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ହଟ୍ ଆଣ୍ଡ ସୋର୍ ସୁପ୍। ଏହାକୁ ଗରମ ଗରମ ପରଷନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe