Advertisment

କେମିତି ତିଆରି କରିବେ ଲଚ୍ଛା ପରଟା

ଆବଶ୍ୟକ ସାମଗ୍ରୀ- ମଇଦା, ସୁଜି, ଖାଇବା ସୋଢ଼ା, ଦହି, ତେଲ/ଘିଅ, ଲୁଣ, ଚିନି ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମଇଦା,ସୁଜି, ଲୁଣ, ଖାଇବା ସୋଢ଼ାକୁ ଏକାଠି ଭଲଭାବେ ମିଶାଇଦିଅନ୍ତୁ। ତା’ପରେ ସେଥିରେ ଅଳ୍ପ ଚିନି ଦେଇ ପୁଣିଥରେ ଭଲଭାବେ ମିଶାନ୍ତୁ। ବର୍ତ୍ତମାନ ଏଥିରେ ଦହି ଓ ପାଣି ଦେଇ ଭଲଭାବେ ନରମ ହେଲା ଯାଏଁ ଚକଟନ୍ତୁ। ଚକଟିସାରିବା ପରେ ଏହାକୁ ଏକ ପାତ୍ରରେ ଅଧଘଣ୍ଟା ଯାଏଁ ଘୋଡ଼ାଇ ରଖନ୍ତୁ। ତା’ପରେ ଛୋଟ ଚୋଟ ଗୋଲା କରି ରଖନ୍ତୁ। ଗୋଟେ […]

କେମିତି ତିଆରି କରିବେ ଲଚ୍ଛା ପରଟା

Lachha-Paratha

Advertisment

ଆବଶ୍ୟକ ସାମଗ୍ରୀ- ମଇଦା, ସୁଜି, ଖାଇବା ସୋଢ଼ା, ଦହି, ତେଲ/ଘିଅ, ଲୁଣ, ଚିନି

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମଇଦା,ସୁଜି, ଲୁଣ, ଖାଇବା ସୋଢ଼ାକୁ ଏକାଠି ଭଲଭାବେ ମିଶାଇଦିଅନ୍ତୁ। ତା’ପରେ ସେଥିରେ ଅଳ୍ପ ଚିନି ଦେଇ ପୁଣିଥରେ ଭଲଭାବେ ମିଶାନ୍ତୁ। ବର୍ତ୍ତମାନ ଏଥିରେ ଦହି ଓ ପାଣି ଦେଇ ଭଲଭାବେ ନରମ ହେଲା ଯାଏଁ ଚକଟନ୍ତୁ। ଚକଟିସାରିବା ପରେ ଏହାକୁ ଏକ ପାତ୍ରରେ ଅଧଘଣ୍ଟା ଯାଏଁ ଘୋଡ଼ାଇ ରଖନ୍ତୁ। ତା’ପରେ ଛୋଟ ଚୋଟ ଗୋଲା କରି ରଖନ୍ତୁ। ଗୋଟେ ଗୋଲାକୁ ଅଳ୍ପ ବେଲି ତାକୁ ମଝିରୁ ଏକ ଛୁରୀ ସାହାଯ୍ୟରେ କାଟି କୋନ୍‌ ପରି କରନ୍ତୁ। ପରେ ଏହାକୁ ଉପରୁ ଦାବି ଆଉଥରେ ବେଲନ୍ତୁ। ଏପରି ସବୁ ଗୋଲାଗୁଡ଼ିକୁ ବେଲି ରଖନ୍ତୁ। ପରେ ଗୋଟେ ତାୱାରେ ଘିଅ  କିମ୍ବା ଗରମ କରି ଗୋଟିଏ ଗୋଟିଏ କରି ହାଲକା ଭାଜନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଲଚ୍ଛା ପରଟା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe