Advertisment

ଭିଟାମିନ୍ ‘ଡି’ ଅଭାବରୁ ଦେଖାଦିଏ ଏହି ସବୁ ରୋଗ

ଶରୀର ପାଇଁ ଭିଟାମିନ ‘ଡି’ ନିହାତି ଆବଶ୍ୟକ। ଏହା ଶରୀରର କାର୍ଯ୍ୟପ୍ରଣାଳୀକୁ ସଠିକ୍‌ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଭାରତରେ ଶତକଡା ୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଭିଟାମିନ୍‌ ‘ଡି’ର ଅଭାବ ରହିଛି। ଅନେକ ଲୋକେ ଏ ବିଷୟରେ ଜାଣି ପାରନ୍ତି ନାହିଁ। ସୂର୍ଯ୍ୟକିରଣରେ ପ୍ରର୍ଯ୍ୟାପ୍ତ ପରିମାଣରେ ଭିଟାମିନ‘ଡି’ ରହିଛି। ଏହା ଛଡା ଅଣ୍ଡା, ଛତୁ, କ୍ଷୀର ଓ ମାଛ ଖାଇବା ଦ୍ୱାରା ଶରୀରରେ ଏହାର ଅଭାବକୁ […]

ଅଦ୍ୟତନ ହୋଇଛି
ଭିଟାମିନ୍ ‘ଡି’ ଅଭାବରୁ ଦେଖାଦିଏ ଏହି ସବୁ ରୋଗ

vitamin

Advertisment

ଶରୀର ପାଇଁ ଭିଟାମିନ ‘ଡି’ ନିହାତି ଆବଶ୍ୟକ। ଏହା ଶରୀରର କାର୍ଯ୍ୟପ୍ରଣାଳୀକୁ ସଠିକ୍‌ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଭାରତରେ ଶତକଡା ୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଭିଟାମିନ୍‌ ‘ଡି’ର ଅଭାବ ରହିଛି। ଅନେକ ଲୋକେ ଏ ବିଷୟରେ ଜାଣି ପାରନ୍ତି ନାହିଁ। ସୂର୍ଯ୍ୟକିରଣରେ ପ୍ରର୍ଯ୍ୟାପ୍ତ ପରିମାଣରେ ଭିଟାମିନ‘ଡି’ ରହିଛି। ଏହା ଛଡା ଅଣ୍ଡା, ଛତୁ, କ୍ଷୀର ଓ ମାଛ ଖାଇବା ଦ୍ୱାରା ଶରୀରରେ ଏହାର ଅଭାବକୁ ପୂରଣ କରାଯାଇପାରିବେ। ତେବେ ଆସନ୍ତୁ ଜାଣିବା ଶରୀରରେ ଭିଟାମିନ୍‌ ‘ଡି’ କମିଲେ କେଉଁ ସବୁ ରୋଗ ହୋଇଥାଏ।

Advertisment
  • ଶରୀରରେ ‘ଭିଟାମିନ ଡି’ର ଅଭାବ ହେଲେ ଅଧିକ ଥକ୍କା ଅନୁଭବ ହୁଏ। ଅନେକ ସମୟରେ ଏହି କାରଣରୁ ମାନସିକ ଚାପ ମଧ୍ୟ ବଢେ। ଏପରି ଲକ୍ଷଣ ଦେଖାଦେଲେ ସକାଳେ ୧୦ ମିନିଟ୍‌ ଖରାରେ ବସନ୍ତୁ।
  • ‘ଭିଟାମିନ୍‌ ଡି’ ଅଭାବରୁ ଆଣ୍ଠୁଗଣ୍ଠି ଦରଜ, ପିଠି ଦରଜ ଓ ହାଡ଼ ଦୁର୍ବଳ ପରି ସମସ୍ୟା ଦେଖାଯାଏ।
  • ‘ଭିଟାମିନ ଡି’ କମ୍‌ ହେଲେ ନିମୋନିଆ, ଅଧିକ ଥଣ୍ଡା ଲାଗିବା ପରି ସମସ୍ୟା ଦେଖାଦିଏ।
  • ଏହାର ଅଭାବରୁ ଶରୀରରେ କୌଣସି କ୍ଷତ ସହଜରେ ପୂରଣ ହୋଇପାରେ ନାହିଁ।
  • ଶରୀରରେ ସୁଗାର ମାତ୍ରା ବଢିଯାଏ। ଏହାର ଅଭାବରୁ ରକ୍ତଚାପ ଓ ହୃଦ୍‌ରୋଗ ହେବାର ମଧ୍ୟ ଆଶଙ୍କା ରହିଛି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe