ଭୁବନେଶ୍ୱର:ଆସନ୍ତାକାଲି ରାଖୀ ପୂର୍ଣ୍ଣିମି । ଭାଇ ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାଖୀ । ହସଖୁସି ଏବଂ ଆନନ୍ଦ ଉଲ୍ଲାସର ଏହି ପର୍ବ ଏଥର କିନ୍ତୁ ଫିକା ପଡ଼ିବ। କାରଣ ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ପଡ଼ୁଛି। ଶାସ୍ତ୍ର ଅନୁଯାୟୀ ଗ୍ରହଣ ପରେ ଯେକୌଣସି କାର୍ଯ୍ୟ ଅଶୁଭ। ତେଣୁ ବେଳ ଥାଉ ଥାଉ ସବୁକାମ ସାରିବାକୁ ପଡ଼ିବ। ଫଳରେ ଦିନସାରା ପିଠାପଣା କି ଖାନାପିନାର ଆସର ଜମିବନି। ତେବେ ଆସନ୍ତୁ ଜାଣିବା ଆସନ୍ତାକାଲି କେଉଁ ସମୟରେ ରାଖୀ ବାନ୍ଧିବେ। ଆସନ୍ତାକାଲି ସକାଳ ୭ଟା ୪ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ରାଖୀ ବାନ୍ଧିବାର ଶୁଭ ସମୟ ରହିଥିବା ପାଞ୍ଜିରେ ଦର୍ଶାଯାଇଛି। ସେହିପରି ଦିନ ୧ଟା ୫୨ରୁ ରାତି ୧୨ ଟା ୪୮ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣକୁ ପାଞ୍ଜିରେ ନିଷେଧ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...