Advertisment

ଏଥର ଗ୍ରହଣ ବାଧକ ! ଜାଣନ୍ତୁ ରାଖୀ ବାନ୍ଧିବାର ଶୁଭ ସମୟ

ଭୁବନେଶ୍ୱର:ଆସନ୍ତାକାଲି ରାଖୀ ପୂର୍ଣ୍ଣିମି । ଭାଇ ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାଖୀ । ହସଖୁସି ଏବଂ ଆନନ୍ଦ ଉଲ୍ଲାସର ଏହି ପର୍ବ ଏଥର କିନ୍ତୁ ଫିକା ପଡ଼ିବ। କାରଣ ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ପଡ଼ୁଛି। ଶାସ୍ତ୍ର ଅନୁଯାୟୀ ଗ୍ରହଣ ପରେ ଯେକୌଣସି କାର୍ଯ୍ୟ ଅଶୁଭ। ତେଣୁ ବେଳ ଥାଉ ଥାଉ ସବୁକାମ ସାରିବାକୁ ପଡ଼ିବ।  ଫଳରେ ଦିନସାରା ପିଠାପଣା କି ଖାନାପିନାର ଆସର ଜମିବନି। ତେବେ ଆସନ୍ତୁ ଜାଣିବା ଆସନ୍ତାକାଲି କେଉଁ […]

ଅଦ୍ୟତନ ହୋଇଛି
ଏଥର ଗ୍ରହଣ ବାଧକ ! ଜାଣନ୍ତୁ ରାଖୀ ବାନ୍ଧିବାର ଶୁଭ ସମୟ

rakhi

Advertisment

ଭୁବନେଶ୍ୱର:ଆସନ୍ତାକାଲି ରାଖୀ ପୂର୍ଣ୍ଣିମି । ଭାଇ ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାଖୀ । ହସଖୁସି ଏବଂ ଆନନ୍ଦ ଉଲ୍ଲାସର ଏହି ପର୍ବ ଏଥର କିନ୍ତୁ ଫିକା ପଡ଼ିବ। କାରଣ ଆସନ୍ତାକାଲି ଚନ୍ଦ୍ର ଗ୍ରହଣ ପଡ଼ୁଛି। ଶାସ୍ତ୍ର ଅନୁଯାୟୀ ଗ୍ରହଣ ପରେ ଯେକୌଣସି କାର୍ଯ୍ୟ ଅଶୁଭ। ତେଣୁ ବେଳ ଥାଉ ଥାଉ ସବୁକାମ ସାରିବାକୁ ପଡ଼ିବ।  ଫଳରେ ଦିନସାରା ପିଠାପଣା କି ଖାନାପିନାର ଆସର ଜମିବନି। ତେବେ ଆସନ୍ତୁ ଜାଣିବା ଆସନ୍ତାକାଲି କେଉଁ ସମୟରେ ରାଖୀ ବାନ୍ଧିବେ। ଆସନ୍ତାକାଲି ସକାଳ ୭ଟା ୪ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ରାଖୀ ବାନ୍ଧିବାର ଶୁଭ ସମୟ ରହିଥିବା ପାଞ୍ଜିରେ ଦର୍ଶାଯାଇଛି।  ସେହିପରି ଦିନ ୧ଟା ୫୨ରୁ  ରାତି ୧୨ ଟା ୪୮ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣକୁ ପାଞ୍ଜିରେ ନିଷେଧ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe